ବ୍ଲକ ଅଫିସ୍‌ରେ ତାଲା ପକାଇ ପିକ୍‌ନିକ୍‌ କରୁଛନ୍ତି କର୍ମଚାରୀ

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ଆଜି ସରକାରୀ କାର୍ଯ୍ୟ ଦିବସ। ସେଥିପାଇଁ ନିଜର କାର୍ଯ୍ୟ ହାସଲ ପାଇଁ ଦୂରଦୂରାନ୍ତରୁ ଆସିଛନ୍ତି ଲୋକେ। ହେଲେ ଅଫିସରେ ନାହାନ୍ତି ଅଫିସର କି କର୍ମଚାରୀ। ସରକାରୀ କାର୍ଯ୍ୟଦିବସରେ ବାବୁମାନେ ପିକନିକ୍‌ କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଆସିଛି। ହେଲେ ଏହି ଅଭିଯୋଗକୁ ବିଡିଓ ଖଣ୍ଡନ କରିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନରେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ […]

bjd1

bjd1

Manoranjan Sial
  • Published: Friday, 20 December 2019
  • Updated: 20 December 2019, 05:18 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ଆଜି ସରକାରୀ କାର୍ଯ୍ୟ ଦିବସ। ସେଥିପାଇଁ ନିଜର କାର୍ଯ୍ୟ ହାସଲ ପାଇଁ ଦୂରଦୂରାନ୍ତରୁ ଆସିଛନ୍ତି ଲୋକେ। ହେଲେ ଅଫିସରେ ନାହାନ୍ତି ଅଫିସର କି କର୍ମଚାରୀ। ସରକାରୀ କାର୍ଯ୍ୟଦିବସରେ ବାବୁମାନେ ପିକନିକ୍‌ କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଆସିଛି। ହେଲେ ଏହି ଅଭିଯୋଗକୁ ବିଡିଓ ଖଣ୍ଡନ କରିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ମଧ୍ୟାହ୍ନରେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା। କେବଳ ଜଣେ କର୍ମଚାରୀଙ୍କୁ ଛାଡ଼ିଦେଲେ ସବୁ ଅଫିସ୍‌ ଖାଲି ପଡ଼ିଥିଲା। କମ୍ପ୍ୟୁଟର ବନ୍ଦ ରହିଥିବା ବେଳେ ସବୁ ପ୍ରକୋଷ୍ଠର କବାଟ ଖୋଲା ରହିଥିଲା। ଏପରି ବିଡିଓ ମହାଶୟ ନିଜ ଚ୍ୟାମ୍ୱରରେ ନଥିଲେ। କିନ୍ତୁ ତାଙ୍କ କ୍ୟାବିନ୍‌ ଖୋଲା ରହିଥିଲା। ବ୍ଲକ ଅଫିସ୍‌ ଗେଟ୍‌ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଶୁଣିବାକୁ ମିଳୁଛି ବ୍ଲକର ସବୁ କର୍ମଚାରୀଙ୍କ ପାଇଁ ନବା ଠାକୁରାଣୀଙ୍କ ପାଖରେ ଆଜି ଭୋଜି ଆୟୋଜନ କରାଯାଇଛି। ସେଠାକୁ ପିକ୍‌ନିକ କରିବାକୁ ସେମାନେ ଯାଇଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗକୁ ବିଡିଓ ଖଣ୍ଡନ କରିଛନ୍ତି। ହେଲେ ଭୋଜି ଭାତ ଆୟୋଜନ ସମ୍ପର୍କରେ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି।

ଅନ୍ୟପକ୍ଷରେ ଅଫିସରେ କର୍ମଚାରୀ ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରୁଛନ୍ତି। ଯାହାଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି-“ଆଜି ଦୁଇ ପଞ୍ଚାୟତ ଗସ୍ତ ଥିଲା। ସେଥିପାଇଁ ସମସ୍ତ କର୍ମଚାରୀଙ୍କ ଭୋଜି ହୋଇଥିଲା। ଏଠାରେ ଖାଇବା ପରେ ସେମାନେ ନିଜ କାମରେ ଯାଇଥାଆନ୍ତେ। ମୁଁ ମଧ୍ୟରେ ଏବେ ନିଜ ଅଞ୍ଚଳରେ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story