ଓଜେଇଇ ନକଲି ୱେବସାଇଟ୍ ମାମଲା: ମୁମ୍ବାଇରୁ ଜଣେ ଗିରଫ

ଭୁବନେଶ୍ୱର: ଓଜେଇଇ ନାଁରେ ଏକ ନକଲି ୱେବସାଇଟ୍ ଖୋଲିବା ମାମଲାରେ ମୁମ୍ୱାଇରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍। ସୋମବାର ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ବିଜୟ କୁମାର ଶର୍ମା। ଗିରଫ ଅଭିଯୁକ୍ତର ନାଁ ସନା ଉଲ ହକ୍। ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର କଂପ୍ୟୁଟର ସାଇନ୍ସର ଛାତ୍ର। ତାଙ୍କ ଘର ରାଞ୍ଚି ବୋଲି ଜଣାପଡ଼ିଛି। ଗତ ୨୦୧୪ ମସିହା, ଜାନୁୟାରୀ ୧୬ ତାରିଖରେ ଓଜେଇଇ ନାଁରେ ଏକ […]

ojee

Rakesh Mallick
  • Published: Monday, 29 June 2015
  • , Updated: 29 June 2015, 07:39 AM IST

ଭୁବନେଶ୍ୱର: ଓଜେଇଇ ନାଁରେ ଏକ ନକଲି ୱେବସାଇଟ୍ ଖୋଲିବା ମାମଲାରେ ମୁମ୍ୱାଇରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍। ସୋମବାର ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ବିଜୟ କୁମାର ଶର୍ମା। ଗିରଫ ଅଭିଯୁକ୍ତର ନାଁ ସନା ଉଲ ହକ୍। ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର କଂପ୍ୟୁଟର ସାଇନ୍ସର ଛାତ୍ର। ତାଙ୍କ ଘର ରାଞ୍ଚି ବୋଲି ଜଣାପଡ଼ିଛି। ଗତ ୨୦୧୪ ମସିହା, ଜାନୁୟାରୀ ୧୬ ତାରିଖରେ ଓଜେଇଇ ନାଁରେ ଏକ ନକଲି ୱେବସାଇଟ୍ ଖୋଲାଯାଇଥିବା ନେଇ ଓଜେଇଇ କର୍ତ୍ତୃପକ୍ଷ ଏୟାରଫିଲ୍ଡ ଥାନାରେ ଏକ ଏତଲା ରୁଜୁ କରିଥିଲେ।

Related story