ଓଜେଇଇ ପାଇଁ ଆବେଦନ ଅବଧି ମାର୍ଚ୍ଚ ୨୨କୁ ବୃଦ୍ଧି

ଭୁବନେଶ୍ୱର: ମେ’ ୮ ତାରିଖରେ ହେବାକୁ ଥିବା ଓଜେଇ ପରୀକ୍ଷାର ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୦ ତାରିଖ ରଖାଯାଇଥିବା ବେଳେ ଆଜି ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଓଜେଇଇ କର୍ତ୍ତୃପକ୍ଷ  ଆଜି ଏ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଜେଇଇ ପାଇଁ ୩୦,୦୦୦ ଛାତ୍ରଛାତ୍ରୀ ଆବେଦନ କରି ସାରିଛନ୍ତି। ଇଂଜିନିୟରିଂ ଏବଂ ମେଡିକାଲ୍ ପାଠ୍ୟକ୍ରମ ବ୍ୟତୀତ ଏମ୍‌ବିଏ, ଏମ୍‌ସିଏ […]

OJEE-

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 07:59 AM IST

ଭୁବନେଶ୍ୱର: ମେ’ ୮ ତାରିଖରେ ହେବାକୁ ଥିବା ଓଜେଇ ପରୀକ୍ଷାର ଆବେଦନ ଅବଧି ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୦ ତାରିଖ ରଖାଯାଇଥିବା ବେଳେ ଆଜି ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଓଜେଇଇ କର୍ତ୍ତୃପକ୍ଷ  ଆଜି ଏ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଜେଇଇ ପାଇଁ ୩୦,୦୦୦ ଛାତ୍ରଛାତ୍ରୀ ଆବେଦନ କରି ସାରିଛନ୍ତି।

ଇଂଜିନିୟରିଂ ଏବଂ ମେଡିକାଲ୍ ପାଠ୍ୟକ୍ରମ ବ୍ୟତୀତ ଏମ୍‌ବିଏ, ଏମ୍‌ସିଏ ଓ ଡି’ଫାର୍ମା,ଏମ୍‌ଫାର୍ମା, ବିଏଏମ୍‌ଏସ୍, ବିଏଚ୍ଏମ୍‌ଏସ୍, ଲାଟେରାଲଏଣ୍ଟ୍ରି ଭଳି ଇଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଓଜେଇ ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷାର ରାଙ୍କ ଅନୁସାରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜ ଗୁଡ଼ିକରେ ନାମ ଲେଖାଇବାକୁ ସୁଯୋଗ ପାଇବେ ଛାତ୍ରଛାତ୍ରୀ।

 

 

Related story