ଶୀତରେ ଥରୁଛି ସାରା ରାଜ୍ୟ:୧୩ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରହିଛି। &nbsp;ଦାରିଂବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।&nbsp; ସେହିପରି ଫୁଲବାଣୀର ତାପମାତ୍ରା ୩.୫ ଥିବାବେଳେ ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭, ଝାରସୁଗୁଡ଼ାରେ ୭.୧, ଭାବାନୀପାଟଣା ୭.୫, କେନ୍ଦୁଝର ୮, ସମ୍ବଲପୁର ୮.୪, କୋରାପୁଟ ୮.୫, ଅନୁଗୋଳ ୮.୫, ସୋନପୁର ୮.୮, ବଲାଙ୍ଗିର ୯.୫ ଓ ବାରିପଦାରେ ୯.୬ ସେଲିସିୟସ ତାପମାତ୍ରା ରହିଛି।</p> <p>ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ତାପମାତ୍ରା ଟିକେ ବ଼ଢ଼ିବାର ସମ୍ଭାବନା ଥିଲେ ବି ଶୀତର ପ୍ରକୋପ ରହିବ।&nbsp; କନ୍ଧମାଳର ବାଲିଗୁଡ଼ା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଦାରିଙ୍ଗିବାଡିରେ ମଧ୍ୟ ଶୀତର ପ୍ରକୋପ ସହ ତୁଷାରପାତ ଦେଖିବାକୁ ମିଳିଛି।&nbsp; ଅସହ୍ୟ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ପାହାଡ଼ିଆ ଅଞ୍ଚଳରେ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିଛି।</p>

Ordigital Desk
  • Published: Sunday, 07 January 2018
  • Updated: 07 January 2018, 08:55 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରହିଛି। &nbsp;ଦାରିଂବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।&nbsp; ସେହିପରି ଫୁଲବାଣୀର ତାପମାତ୍ରା ୩.୫ ଥିବାବେଳେ ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭, ଝାରସୁଗୁଡ଼ାରେ ୭.୧, ଭାବାନୀପାଟଣା ୭.୫, କେନ୍ଦୁଝର ୮, ସମ୍ବଲପୁର ୮.୪, କୋରାପୁଟ ୮.୫, ଅନୁଗୋଳ ୮.୫, ସୋନପୁର ୮.୮, ବଲାଙ୍ଗିର ୯.୫ ଓ ବାରିପଦାରେ ୯.୬ ସେଲିସିୟସ ତାପମାତ୍ରା ରହିଛି।</p><p>ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ତାପମାତ୍ରା ଟିକେ ବ଼ଢ଼ିବାର ସମ୍ଭାବନା ଥିଲେ ବି ଶୀତର ପ୍ରକୋପ ରହିବ।&nbsp; କନ୍ଧମାଳର ବାଲିଗୁଡ଼ା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଦାରିଙ୍ଗିବାଡିରେ ମଧ୍ୟ ଶୀତର ପ୍ରକୋପ ସହ ତୁଷାରପାତ ଦେଖିବାକୁ ମିଳିଛି।&nbsp; ଅସହ୍ୟ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ପାହାଡ଼ିଆ ଅଞ୍ଚଳରେ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos