ପ୍ରିୟା ପ୍ରକାଶଙ୍କ ମାୟାରେ ବାୟା ବୃଦ୍ଧା: ବୁଲେଟ୍‌ କିସ୍‌ର କପି କଲେ, ଦେଖନ୍ତୁ ଭିଡିଓ

Ordigital Desk
  • Published: Friday, 09 March 2018
  • , Updated: 09 March 2018, 07:19 PM IST
<p>ପ୍ରିୟାଙ୍କ ମାୟାରେ ଏବେ ସମସ୍ତେ ବାୟା। ପିଲାରୁ ବୁଢ଼ା ସମସ୍ତେ ଏବେ ପ୍ରିୟା ପ୍ରକାଶଙ୍କ ଫ୍ୟାନ୍&zwnj;। ଆଉ କେହି ନୁହେଁ, ଆମେ କହୁଛୁ ଆଖି ମାରି ରାତାରାତି ଫେମସ୍&zwnj; ହୋଇଥିବା ପ୍ରିୟା ପ୍ରକାଶଙ୍କ ବିଷୟରେ। ତାଙ୍କର ସେହି ଆଖିଠାର ଏବଂ ବୁଲେଟ୍&zwnj; କିସ୍&zwnj;ର ଭିଡିଓ ତ ଆପଣ ଦେଖିଥିବେ ନିଶ୍ଚିତ। ଭିଡିଓଟି ଏତେ ଭାଇରାଲ୍&zwnj; ହୋଇଥିଲା ଯେ ସମସ୍ତେ ତାଙ୍କ ବୁଲେଟ୍&zwnj; କିସ୍ ଷ୍ଟାଇଲ୍&zwnj;କୁ କପି କରିବା ଆରମ୍ଭ କରିଥିଲେ। ଏବେ ଜଣେ ବୃଦ୍ଧା ପ୍ରିୟାଙ୍କୁ କପି କରିଛନ୍ତି। ପ୍ରିୟାଙ୍କ ବୁଲେଟ୍&zwnj; କିସ୍&zwnj; ଷ୍ଟାଇଲ୍&zwnj;କୁ ସେ ଆପଣେଇଛନ୍ତି ଓ ବରାବର ସେହିପରି କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍&zwnj; ମିଡିଆରେ ଭାଇରାଲ୍&zwnj; ହେଉଛି। ଆପଣ ବି ଏହି ଭିଡିଓ ଦେଖନ୍ତୁ। ହସି ହସି ବେଦମ ହୋଇଯିବେ!</p> <p>&amp;nbsp;</p>

Related story