ଗହୀରମଥାରେ ‌ଆରମ୍ଭ ହେଲା ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ

Ordigital Desk
  • Published: Friday, 09 March 2018
  • , Updated: 09 March 2018, 11:42 AM IST
<p>କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଅଭୟାରଣ୍ୟରେ &zwnj;ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛଙ୍କ ସମୁହ ଅଣ୍ଡାଦାନ ପ୍ରକ୍ରିୟା। ଗତ ଦୁଇଦିନ ଭିତରେ ୧୫ ହଜାରରୁ ଅଧିକ କଇଁଛ କାଲାମ ଦ୍ୱୀପ ଓ ନାସିରେ ଅଣ୍ଡା ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ପୁଣି ୫୦ ହଜାରରୁ ଅଧିକ କଇଁଛ କାଲାମ୍ ଦ୍ୱୀପରେ ଅଣ୍ଡା ଦେବାପାଇଁ ଆସିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।</p>

Related story