ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଓଏମସି ଅତିରିକ୍ତ ପ୍ରବନ୍ଧକଙ୍କୁ ଅଢ଼େଇ ବର୍ଷ ଜେଲ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏମସିର ଅତିରିକ୍ତ ପ୍ରବନ୍ଧକ ନୃସିଂହ ଚରଣ ସାହୁଙ୍କୁ ଅଢେଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। ସୋମବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଭିଜିଲାନ୍ସ ନୃସିଂହ ଚରଣ ସାହୁଙ୍କ ନିକଟରୁ ୫ ଲକ୍ଷ ୧୦,୪୬୩ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା।

vigilance

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 09:57 AM IST

Related story