କୋରିଆର ପୁଣି ଓଡ଼ିଶା ସ୍ୱପ୍ନ: ଫୋକସ୍‌ରେ ଇଲେକ୍‌ଟ୍ରୋନିକ୍ସ ଓ ଅଟୋମୋବାଇଲ୍ସ କ୍ଷେତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ର୍ଟୋନିସ  ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି। ନୂଆ ସ୍ୱପ୍ନ ନେଇ ଫେରିଛି କୋରିଆ। ଏଥର […]

654

654

Tapas Behera
  • Published: Monday, 23 September 2019
  • Updated: 23 September 2019, 07:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ର୍ଟୋନିସ  ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି।

ନୂଆ ସ୍ୱପ୍ନ ନେଇ ଫେରିଛି କୋରିଆ। ଏଥର ଇସ୍ପାତ ନୁହେଁ ବରଂ ଫୋକସ୍‌ରେ ଇଲୋକ୍ର୍ଟୋନିସ ଓ ଅଟୋମୋବାଇଲ ପରି ୬ ଟି କ୍ଷେତ୍ର ଓଡ଼ିଶାରେ ପୁଞ୍ଜିନବେଶ ପାଇଁ ପୁଣି ଆଗ୍ରହ ପ୍ରକାଶ କରିଛି ଦକ୍ଷିଣ କୋରିଆ। ସାମ୍‌ସଙ୍ଗ, ଏଲଜି, ହୁଣ୍ଡାଇ, କିଆ ପରି ଜଣାଶୁଣା କମ୍ପାନୀର ମୁଖ୍ୟ ଆଜି କୋରିଆ ଆମ୍ବାସଡରଙ୍କ ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶା ବି ନୂଆ ସମ୍ଭାବନାକୁ ଆଗକୁ ନେବାକୁ  କୋରିଆ ଟିମ୍ ସାମ୍ନାରେ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣର ତଥ୍ୟ ରଖିଛି। ରାଜ୍ୟର ଭିଜନ ୨୦୩୦ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ବିଷୟରେ ଟିକିନିଖି ଅବଗତ ହୋଇଛନ୍ତି କୋରିଆର ଆଗଧାଡ଼ିର ବିଜନେସନ ଟାଇକୁନ ।

ତେବେ ନୂଆ ସଂପର୍କ ଯୋଡ଼ିବା ଆଗରୁ ପୁରୁଣା କଥାକୁ ମନେ ପକାଇଛି ଦକ୍ଷିଣ କୋରିଆ ଟିମ୍ । ପୋସ୍କୋର ତିକ୍ତ ଅନୁଭୂତିରୁ ଉଭୟ ପକ୍ଷ ଶିକ୍ଷା ଲାଭ କରିଛନ୍ତି ବୋଲି କହିଛନ୍ତି କୋରିଆର ଆମ୍ବାସାଡର। ୨୦୦୫ରେ ଓଡ଼ିଶାରେ ୫୨ ହଜାର କୋଟିର ପୁଞ୍ଜିନିବେଶର ସ୍ୱପ୍ନ ଦେଖାଇଥିଲା ପୋସ୍କୋ। ଅନେକ ଘାତ ପ୍ରତିଘାତ ଭିତରେ ଶେଷରେ ୨୦୧୭ରେ ଓଡିଶା ପ୍ରକଳ୍ପକୁ ବାଏ ବାଏ କରିଥିଲା। ତେବେ ବର୍ତ୍ତମାନ ସ୍ଥିତିରେ ପୋସ୍କୋ ପାଇଁ ହୋଇଥିବା ଭୁଲକୁ ପୁଣି ଦୋହରାଇବା ପାଇଁ ଚାହିଁବେ ନାହିଁ । ଉଭୟ ପକ୍ଷ ଇସ୍ପାତ ନ ହେଲା ନାହିଁ  ଅଟୋମୋବାଇଲ କ୍ଷେତ୍ରରେ ଓଡିଶାରେ ପ୍ରକଳ୍ପ ନ ଥିବାରୁ କୋରିଆର  ଆଗ୍ରହ ଶିଳ୍ପାୟନରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଶିଳ୍ପ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story