ମୁହଁ ଖୋଲୁ ନାହାନ୍ତି ‘ରଙ୍ଗିଲା ଟୋକା’ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ବିବାଦରେ ପପୁ ପମ୍‌ପମ୍ ଓ ତାଙ୍କ ଅପକମିଂ ମୁଭି ‘ମିଷ୍ଟର କହ୍ନୈୟା’। ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସିନେମାର ଆପତ୍ତିଜନକ ପୋଷ୍ଟର। ଯେଉଁଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଦର୍ଶାଇ ଥାନାଠୁ ଆରମ୍ଭ କରି ମହିଳା କମିଶନଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି ସମାଜସେବୀ । ଫିଲ୍ମକୁ ବ୍ୟାନ୍ ସହ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ପପୁ ପମ୍‌ପମ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉକ୍ତ ପୋଷ୍ଟରରେ ,ସାମ୍ନାରେ ଆଣ୍ଠୁମାଡ଼ି ବସିଛନ୍ତି ୭ ଯୁବତୀ […]

papu-23-

papu-23-

Tapas Behera
  • Published: Saturday, 17 August 2019
  • Updated: 17 August 2019, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ବିବାଦରେ ପପୁ ପମ୍‌ପମ୍ ଓ ତାଙ୍କ ଅପକମିଂ ମୁଭି ‘ମିଷ୍ଟର କହ୍ନୈୟା’। ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସିନେମାର ଆପତ୍ତିଜନକ ପୋଷ୍ଟର। ଯେଉଁଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଦର୍ଶାଇ ଥାନାଠୁ ଆରମ୍ଭ କରି ମହିଳା କମିଶନଙ୍କ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି ସମାଜସେବୀ । ଫିଲ୍ମକୁ ବ୍ୟାନ୍ ସହ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ପପୁ ପମ୍‌ପମ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଉକ୍ତ ପୋଷ୍ଟରରେ ,ସାମ୍ନାରେ ଆଣ୍ଠୁମାଡ଼ି ବସିଛନ୍ତି ୭ ଯୁବତୀ । ଆଉ ସେମାନଙ୍କୁ ଦଉଡ଼ି ଲଗାଇ ଟାଣି ଧରିଛନ୍ତି ଅଭିନେତା ପପୁ । ଏହି ପୋଷ୍ଟରକୁ ନେଇ ଲାଗି ରହିଛି ତର୍କବିତର୍କ। କିଏ କହୁଛନ୍ତି ମହିଳାଙ୍କୁ ଏଥିରେ ଅସମ୍ମାନ କରାଯାଇଛି ତ’ ଆଉ କିଏ କହୁଛନ୍ତି ପୋଷ୍ଟରରେ ଶାଳୀନତା ନାହିଁ । ଶେଷରେ ମାମଲା ପହଞ୍ଚିଛି ମହିଳା ଥାନା ଓ ମହିଳା କମିଶନଙ୍କ ନିକଟରେ । ଏଭଳି ପୋଷ୍ଟର ତିଆରି କରିଥିବା ଫିଲ୍ମର ପ୍ରଯୋଜକ ସୀତାରାମ ଅଗ୍ରୱାଲ, ନିର୍ଦ୍ଦେଶକ ରମେଶ ରାଉତ ଏବଂ ଅଭିନେତା ପପୁଙ୍କ ବିରୋଧରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆସନ୍ତା ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଛି ଏହି ଓଡ଼ିଆ ମୁଭି ‘ମିଷ୍ଟର କହ୍ନୈୟା’। କିନ୍ତୁ ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ତେଜିଛି। ବିଭିନ୍ନ ବର୍ଗର ଲୋକେ ଏହି ପୋଷ୍ଟର ବିରୋଧରେ ଆପତ୍ତି ଉଠାଇଛନ୍ତି ।

ପୂର୍ବରୁ ଜଣେ ନାବାଳିକାଙ୍କୁ ନିର୍ଯାତନା ମାମଲାରେଫସି ଜେଲ୍ ଯାଇଥିଲେ ଅଭିନେତା ପପୁ ପମ୍‌ପମ୍ ଏବେ ପୁଣି ଥରେ ଛନ୍ଦି ହୋଇଛନ୍ତି ଏହି ପୋଷ୍ଟର ବିବାଦରେ ତେବେ ଏନେଇ ସଂପୃକ୍ତ ପ୍ରଯୋଜନା ସଂସ୍ଥା କିମ୍ବା ପପୁଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଅପେକ୍ଷା ଗକୁ ଏହି ବିବାଦ କେଉଁ ରୂପ ନେଉଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story