ପୁଣି ବୁର୍ଲା ଭିସୁଟ୍‌ରୁ ଆସିଲା ସାଂଘାତିକ୍‌ ଅଭିଯୋଗ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପୁଣି ବୁର୍ଲା ଭିସୁଟ୍‌ରୁ ଚାଞ୍ଚଲ୍ୟକର ଅଭିଯୋଗ । ପୁଣି ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ଆକ୍ରମଣ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ସେ କିଏ ଏବଂ କେମିତି ଆକ୍ରମଣ କଲେ, ସେନେଇ ସବିଶେଷ କହିଛନ୍ତି। ତେବେ ଏନେଇ ଷ୍ଟୁଡେଣ୍ଟ ୱେଫେୟାର୍ […]

n-9876

n-9876

Tapas Behera
  • Published: Thursday, 13 February 2020
  • Updated: 13 February 2020, 04:29 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପୁଣି ବୁର୍ଲା ଭିସୁଟ୍‌ରୁ ଚାଞ୍ଚଲ୍ୟକର ଅଭିଯୋଗ । ପୁଣି ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ଆକ୍ରମଣ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଯେଉଁଥିରେ ସେ କିଏ ଏବଂ କେମିତି ଆକ୍ରମଣ କଲେ, ସେନେଇ ସବିଶେଷ କହିଛନ୍ତି। ତେବେ ଏନେଇ ଷ୍ଟୁଡେଣ୍ଟ ୱେଫେୟାର୍ ଡିନ୍ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ହେବ । ଅନ୍ୟପଟେ କୁଳପତି କହିଛନ୍ତି ଏହା ରାଗିଂ ନୁହେଁ, ହଷ୍ଟେଲରେ ରହୁଥିବା କିଛି ବାହାର ଛାତ୍ର ଓ ହଷ୍ଟେଲ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯାହାକୁ ନେଇ ତଦନ୍ତର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story