ଦେଢ଼ ବର୍ଷର ଶିଶୁକୁ ଦାଦାର ଦୁଷ୍କର୍ମ

ଫୁଲବାଣୀ (ତ୍ରିନାଥ ସାହୁ): ଥମୁନି ଦୁଷ୍କର୍ମ ଘଟଣା। ଅନେକ ସଚେତନତା ସତ୍ତ୍ୱେ ଦିନକୁ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ପୁଣି ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଞ୍ଚଳର ଏକ ଦେଢ଼ ବର୍ଷର ଶିଶୁ କନ୍ୟାକୁ ତା’ର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଅସୁସ୍ଥ ଥିବାରୁ ତାକୁ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ଫୁଲବାଣୀ ଡାକ୍ତରଖାନାକୁ ଅଣାଯାଇଛି। ଶିଶୁକନ୍ୟାର […]

child

child

Jitendra Garnayak
  • Published: Thursday, 13 December 2018
  • Updated: 13 December 2018, 11:26 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଥମୁନି ଦୁଷ୍କର୍ମ ଘଟଣା। ଅନେକ ସଚେତନତା ସତ୍ତ୍ୱେ ଦିନକୁ ଦିନ ଏଭଳି ଘଟଣା ବଢ଼ିବାରେ ଲାଗିଛି। ପୁଣି ଏପରି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।

ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଞ୍ଚଳର ଏକ ଦେଢ଼ ବର୍ଷର ଶିଶୁ କନ୍ୟାକୁ ତା’ର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଶିଶୁଟି ଅସୁସ୍ଥ ଥିବାରୁ ତାକୁ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ଫୁଲବାଣୀ ଡାକ୍ତରଖାନାକୁ ଅଣାଯାଇଛି।

ଶିଶୁକନ୍ୟାର ମାଆଙ୍କ କହିବା ଅନୁସାରେ, ଗତ ମଙ୍ଗଳବାର ରାତିରେ ତାଙ୍କ ଝିଅ ଘର ବାହାରେ ଖେଳୁଥିଲା। ଏହି ସମୟରେ ତାଙ୍କ ସମ୍ପର୍କୀୟ ଦିଅର ତାକୁ ଖେଳାଇବା ବାହାନାରେ ଜଙ୍ଗଲକୁ ନେଇଯାଇଥିଲା। ସେ ଝିଅକୁ ଆଉ ଘରକୁ ଆଣି ନଥିଲା। ରାତିସାରା ଝିଅକୁ ଚାରିଆଡ଼େ ଖୋଜାଖୋଜି କରି ବି ପାଇଲୁନି। ଏହା ପରେ ଆମ ଥାନାରେ ଅଭିଯୋଗ କରିଥିଲୁ। ହେଲେ ତା’ପର ଦିନ ସକାଳେ ସେ (ସମ୍ପର୍କୀୟ ଦିଅର) ନିଜେ ଆଣି ଝିଅକୁ ଘରେ ଛାଡ଼ିଥିଲା। ତେବେ ଝିଅର ସ୍ୱାସ୍ଥ୍ୟାବସ୍ଥା ଦେଖି ସନ୍ଦେହ ହୋଇଥିଲା। ତେଣୁ ଏହି ଘଟଣା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story