ଗାଁରେ ୩୦ରୁ ୪୦ ହାତୀଙ୍କ ଉପଦ୍ରବ; ଜଣେ ଶିଶୁକୁ ଦଳିଦେଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜର ଝିରିପାଣି ଗାଁରେ ହାତୀ ଆକ୍ରମଣରେ  ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଗାଁ ପାଖରେ ବୁଲୁଥିବା ହାତୀପଲ ୧୦ଟି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି।  ୩୦ରୁ ୪୦ ହାତୀ ପଶିଆସି ଉପଦ୍ରବ କରିଥିବା ଜଣାପଡ଼ିଛି।

elephent

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 11:48 AM IST

Related story