ପୋଲ ତଳକୁ ଖସିଲା ଡମ୍ପର, ଜଣେ ମୃତ

କେନ୍ଦୁଝର(ଓଡ଼ିଶା ରିପୋର୍ଟର):ବଡ଼ବିଲ ଥାନା ବଙ୍ଗଳା ଛକ ମାଉସୀ ମା’ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଡମ୍ପର ଖସିବାରୁ ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳର କାହ୍ନୁ ବୋଲି ଜଣାପଡ଼ିଛି। ଡମ୍ପର ମାଲିକ ବଡ଼ବିଲ ଉପର ବସ୍ତି ଅଂଚଳର ଏମ୍ ଡି  ତୁଫେଲ ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ  ବଡ଼ବିଲ ପୁଲିକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ […]

dumper-1

dumper-1

Tapas Behera
  • Published: Sunday, 28 July 2019
  • Updated: 28 July 2019, 05:35 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର):ବଡ଼ବିଲ ଥାନା ବଙ୍ଗଳା ଛକ ମାଉସୀ ମା’ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଡମ୍ପର ଖସିବାରୁ ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଝାଡ଼ଖଣ୍ଡ ଜଗନ୍ନାଥପୁର ଅଂଚଳର କାହ୍ନୁ ବୋଲି ଜଣାପଡ଼ିଛି।

ଡମ୍ପର ମାଲିକ ବଡ଼ବିଲ ଉପର ବସ୍ତି ଅଂଚଳର ଏମ୍ ଡି  ତୁଫେଲ ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ  ବଡ଼ବିଲ ପୁଲିକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  କ୍ରେନ୍‌ ସାହାଯ୍ୟରେ ଡମ୍ପରକୁ ଉଠାଇ ମୃତଦେହକୁ ଉଦ୍ଧାର କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story