୨୦ଫୁଟ୍‌ ତଳକୁ ଖସିଲା କାର୍‌

ମୋହନା (ମିହିରି ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଦମାଦୁଆ ଗାଁ ନିକଟସ୍ଥ ନାନ୍ଦିଙ୍ଗି ନାଳ ପୋଲରୁ ଏକ କାର୍‌ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରବି। ତାଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ରବି କାର୍ ଧରି ଅଡ଼ବାରୁ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିଲେ। ନାନ୍ଦିଙ୍ଗି ନାଳ ପୋଲ ଉପରରେ କାର୍‌ଟି ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ରବି […]

car2

car2

Jitendra Garnayak
  • Published: Wednesday, 22 May 2019
  • Updated: 22 May 2019, 11:59 AM IST

Sports

Latest News

ମୋହନା (ମିହିରି ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଦମାଦୁଆ ଗାଁ ନିକଟସ୍ଥ ନାନ୍ଦିଙ୍ଗି ନାଳ ପୋଲରୁ ଏକ କାର୍‌ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରବି। ତାଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ରବି କାର୍ ଧରି ଅଡ଼ବାରୁ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିଲେ। ନାନ୍ଦିଙ୍ଗି ନାଳ ପୋଲ ଉପରରେ କାର୍‌ଟି ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା।

deadbodyରବି କାର୍‌ ଭିତରେ ଚାପି ହୋଇ ରହି ଯାଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

କାର୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story