ନିଆଁ ଲିଭାଇ ଫେରୁଥିବା ବେଳେ ଲିଭି ଗଲା ଜୀବନ ଦୀପ

<p>ଉମରକୋଟ( ଓଡ଼ିଶା ରିପୋର୍ଟର): ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ ଜାମୁରୁଣ୍ଡାରେ। କାଲି ରାତିରେ ତାରାଗୁଡ଼ା ଗାଁରେ ନିଆଁ ଲିଭାଇ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ଓଲଟି ପଡ଼ିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଅଗ୍ନିଶମ କର୍ମଚାରୀଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Saturday, 30 December 2017
  • Updated: 30 December 2017, 08:05 AM IST

Sports

Latest News

<p>ଉମରକୋଟ( ଓଡ଼ିଶା ରିପୋର୍ଟର): ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ ଜାମୁରୁଣ୍ଡାରେ। କାଲି ରାତିରେ ତାରାଗୁଡ଼ା ଗାଁରେ ନିଆଁ ଲିଭାଇ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ଓଲଟି ପଡ଼ିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଅଗ୍ନିଶମ କର୍ମଚାରୀଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos