କାର୍ ଧକ୍କାରେ ସାଇକେଲ୍ ଆରୋହୀ ମୃତ

କୋଣାର୍କ (ସଞ୍ଜୟ ପତି): ବେଗୁନିଆ-ପାଟେଳିଆ ରାସ୍ତାରେ କାର୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରବୀନ୍ଦ୍ର ଭୋଇ। ତାଙ୍କ ଘର ପାଟେଳିଆ ଗାଁରେ। ରବୀନ୍ଦ୍ର ପାଟେଳିଆରୁ ବେଗୁନିଆ ଆସୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ଯାଉଥିଲା। ଏଥିରେ କିଛି ପର୍ଯ୍ୟଟକ ଥିଲେ ବୋଲି ଜଣାପଡ଼ିଛି। ଗୋପ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ଓ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ […]

caraccident

caraccident

Jitendra Garnayak
  • Published: Sunday, 31 March 2019
  • Updated: 31 March 2019, 09:34 AM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ବେଗୁନିଆ-ପାଟେଳିଆ ରାସ୍ତାରେ କାର୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରବୀନ୍ଦ୍ର ଭୋଇ। ତାଙ୍କ ଘର ପାଟେଳିଆ ଗାଁରେ।

ରବୀନ୍ଦ୍ର ପାଟେଳିଆରୁ ବେଗୁନିଆ ଆସୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ଯାଉଥିଲା। ଏଥିରେ କିଛି ପର୍ଯ୍ୟଟକ ଥିଲେ ବୋଲି ଜଣାପଡ଼ିଛି।

ଗୋପ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ଓ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story