ନିଶା ହେଲା କାଳ: ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଗୋଡ଼

Ordigital Desk
  • Published: Thursday, 07 December 2017
  • , Updated: 07 December 2017, 10:54 AM IST
<p>ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମାଲ ଗାଁ ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ଡାହାଣ ଗୋଡ଼ କଟିଯାଇଛି। ତାଙ୍କ ନାଁ ମାଲଗାଁର ପୂର୍ଣ୍ଣ ଚନ୍ଦ୍ର ଭୋଇ। ସେ ଗତରାତିରେ ନିଶାସକ୍ତ ଅବସ୍ଥାରେ ରେଳ ଧାରଣାରେ ଶୋଇଥିବା ବେଳେ &nbsp;ଜୁନାଗଡ଼-ରାୟପୁର ପ୍ୟାସେଞ୍ଜର ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।&nbsp; ଗୁରୁତର ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।</p>

Related story