ବିଦ୍ୟୁତ୍‌ ନେଲା ଜୀବନ: କ୍ଷତିପୂରଣ ଦାବିରେ ଧର୍ମଗଡ଼-ସିନାପାଲି ରାସ୍ତା ଅବରୋଧ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଥାନା ଅନ୍ତର୍ଗତ ତୁମୁରାରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଜଣକ ହେଲେ କୋଦୋ ତେଜି। ସେ ଏକ କଟା ଗଛକୁ ଧରି ଘରକୁ ଫେରୁଥିବାବେଳେ ଓହଳିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଧର୍ମଗଡ଼-ସିନାପାଲି ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରି ରଖିଛନ୍ତି। ଫଳରେ […]

death

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 10:09 AM IST

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଥାନା ଅନ୍ତର୍ଗତ ତୁମୁରାରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଜଣକ ହେଲେ କୋଦୋ ତେଜି। ସେ ଏକ କଟା ଗଛକୁ ଧରି ଘରକୁ ଫେରୁଥିବାବେଳେ ଓହଳିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଧର୍ମଗଡ଼-ସିନାପାଲି ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରି ରଖିଛନ୍ତି। ଫଳରେ ଧର୍ମଗଡ଼-ସିନାପାଲି ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

Related story