କଟକ ସହରରୁ ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ:(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୨, ଲୋକାଲ୍ କଣ୍ଟାକ୍ଟ ୩୭ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କଟକ ଜିଲ୍ଲାରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧୯। ନିମସାହିରୁ ୨୫, ସୂତାହାଟରୁ ୬, ରାଣୀହାଟରୁ ୬, ମଙ୍ଗଳାବାଗରୁ ୮, ବାମ୍ଫିସାହିରୁ ୪ ଓ ପ୍ରଫେସରପଡ଼ାରୁ […]

corona--33

corona--33

Tapas Behera
  • Published: Sunday, 16 August 2020
  • Updated: 16 August 2020, 10:41 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୨, ଲୋକାଲ୍ କଣ୍ଟାକ୍ଟ ୩୭ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ।

କଟକ ଜିଲ୍ଲାରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧୯। ନିମସାହିରୁ ୨୫, ସୂତାହାଟରୁ ୬, ରାଣୀହାଟରୁ ୬, ମଙ୍ଗଳାବାଗରୁ ୮, ବାମ୍ଫିସାହିରୁ ୪ ଓ ପ୍ରଫେସରପଡ଼ାରୁ ୪ ଚିହ୍ନଟ ହୋଇଛନ୍ତି। ସେହିପରି ସରକାରୀ କ୍ୱାରେଣ୍ଟିନରୁ ୭ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନ୍ ଓ୍ୱାର୍ଡର ୩ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।

Out of the 189 new COVID-19 +ve cases reported today in #Cuttack district, 119 +ve cases belong to Cuttack city (CMC area).

1 additional case reported under CMC by @cuttackDM belongs to BBSR.

Another 80 recoveries (15 August data) have been reported recently! pic.twitter.com/QT8UcXrZ7k

— CMC,Cuttack (@CMCCuttack) August 16, 2020

କଟକ ସହରରେ ମୋଟ ସଂକ୍ରମଣ ୨୨୭୦ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୮୬୦ ରହିଥିବା ବେଳେ ୧୩୯୮ ସୁସ୍ଥ ହୋଇଛନ୍ତି। ୧୨ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos