ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ରଥ: ଜଣେ ମୃତ, ୭ ଗୁରୁତର

ଜଳେଶ୍ୱର (ଅଜିତ ଦାସ): ଆଜି ଥିଲା ମହାପ୍ରଭୁଙ୍କ ରଥଯାତ୍ରା। ସେଥିପାଇଁ ସବୁଠି ଉତ୍ସବ ମୁଖର ହୋଇ ଉଠିଥିଲା। ହେଲେ ଏହି ଖୁସି ଭିତରେ ବାଲେଶ୍ୱର ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ତା ଥାନା ମଠସାହି ଗାଁରେ ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିଲେ। ନାମ ସଂକୀର୍ତ୍ତନ ଓ ହୁଳହୋଳିରେ ପ୍ରକମ୍ପିତ […]

Ratha

Ratha

Manoranjan Sial
  • Published: Friday, 01 July 2022
  • Updated: 01 July 2022, 07:26 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ଆଜି ଥିଲା ମହାପ୍ରଭୁଙ୍କ ରଥଯାତ୍ରା। ସେଥିପାଇଁ ସବୁଠି ଉତ୍ସବ ମୁଖର ହୋଇ ଉଠିଥିଲା। ହେଲେ ଏହି ଖୁସି ଭିତରେ ବାଲେଶ୍ୱର ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ବସ୍ତା ଥାନା ମଠସାହି ଗାଁରେ ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିଲେ। ନାମ ସଂକୀର୍ତ୍ତନ ଓ ହୁଳହୋଳିରେ ପ୍ରକମ୍ପିତ ହେଉଥିଲା ପରିବେଶ। ଠିକ୍‌ ଏହି ସମୟରେ ହଠାତ୍‌ ଶୁଭିଲା ଚିତ୍କାର। ଏପରିକି ରଥ ଉପରେ ଥିବା ପୂଜକମାନେ ତଳକୁ ଡେଇଁ ପଡ଼ିଥିଲେ। ଆଉ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ।

ରଥର ଉପର ପାର୍ଶ୍ୱଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୂଜକ ଓ ଅନ୍ୟମାନେ ଜୀବନ ବିକଳରେ ତଳକୁ ଡେଇଁ ପଡ଼ିଥିଲେ। ସମସ୍ତଙ୍କୁ ସଙ୍ଗେ ସଙ୍ଗେ ବସ୍ତା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୁଡ଼ପାଳ ଗାଁର ଅନୀଲ କୁମାର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story