କାହିଁକି ବଦଳିଲା ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା, ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ସଞ୍ଜ ବେଳେ ୨୫ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରେ ଗଞ୍ଜାମରୁ ୨୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା। ଏପରିକି ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ୫୧ରେ ପହଞ୍ଚିଲା ବୋଲି ଉଲ୍ଲେଖ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ପରେ ରାଜ୍ୟ ସରକାର ମତ ବଦଳାଇଲେ। କୋଭିଡ୍‌ ୱେବସାଇଟ୍‌ରେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ […]

Corona-4-1-1

Corona-4-1-1

Manoranjan Sial
  • Published: Friday, 08 May 2020
  • Updated: 08 May 2020, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ସଞ୍ଜ ବେଳେ ୨୫ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରେ ଗଞ୍ଜାମରୁ ୨୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଥିଲା। ଏପରିକି ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ୫୧ରେ ପହଞ୍ଚିଲା ବୋଲି ଉଲ୍ଲେଖ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ପରେ ରାଜ୍ୟ ସରକାର ମତ ବଦଳାଇଲେ। କୋଭିଡ୍‌ ୱେବସାଇଟ୍‌ରେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ସଂଶୋଧନ କରି ୫୦ ଉଲ୍ଲେଖ କଲେ। ତେବେ ଆଜି ସଞ୍ଜ ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ‘କରୋନା’ ଆକ୍ରାନ୍ତ କିଏ? ତାହା ଉପରୁ ପର୍ଦ୍ଦା ଉଠାଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

https://twitter.com/IPR_Odisha/status/1258770473288192000?s=20

ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଉଲ୍ଲେଖ ରହିଛି, ୪୨ ବର୍ଷୀୟ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ମହାରାଷ୍ଟର ମୁମ୍ୱାଇର। ସେ ପେଶାରେ ଜଣେ ଟ୍ରକ୍‌ ଚାଳକ। ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାବ ଓ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ତାଙ୍କର ନାଁ ଓଡ଼ିଶାର ଆକ୍ରାନ୍ତଙ୍କ ତାଲିକାରେ ରଖା ନଯାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ରଖାଯିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟୀକରଣ ଦିଆଯାଇଛି।

ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୨୭୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୨୦୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ଆଜି ସନ୍ଧ୍ୟା ବେଳେ ଘଟିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ବୋଲି ଉଲ୍ଲେଖ କରାଯାଇଥିଲା। ପରେ ଏହାକୁ ସଂଶୋଧନ କରାଯାଇ ୨୭୦ ଲେଖାଯାଇଛି। ଆଜି ସଞ୍ଜ ବେଳେ ଚିହ୍ନଟ ଆକ୍ରାନ୍ତ ହେଉଛନ୍ତି ମୁମ୍ୱାଇର। ସେ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story