ପେଟ୍ରୋଲ୍‌ଠାରୁ ଅଧିକ ହୋଇଯିବ ପିଆଜ ଦର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଲଗାମ ହେଉଛି ପିଆଜର ଦର। ଏବେ ଆପଣ ପେଟ୍ରୋଲ୍‌ ଲିଟର ପ୍ରତି ଯେତିକି ଟଙ୍କାରେ କିଣୁଛନ୍ତି, ଆଗକୁ ପିଆଜ ତା’ଠାରୁ ଅଧିକ ଦରରେ କିଣିବେ। ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। କଟକ ମାଲ୍ ଗୋଦାମରେ ପିଆଜ କିଲୋ ୬୦ ଟପିଲାଣି। ଖୁଚୁରା ବଜାରରେ ୬୫ରୁ ୭୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ। କେବଳ କଟକ ନୁହେଁ ବ୍ରହ୍ମପୁର, ବାଲେଶ୍ୱର ପରି ସହରରେ ମଧ୍ୟ ପିଆଜ ଦର ହୁ ହୁ ହୋଇ ବଢୁଛି। କିଲେ […]

onion-price-will-hike-in-odisha

onion-price-will-hike-in-odisha

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 06:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଲଗାମ ହେଉଛି ପିଆଜର ଦର। ଏବେ ଆପଣ ପେଟ୍ରୋଲ୍‌ ଲିଟର ପ୍ରତି ଯେତିକି ଟଙ୍କାରେ କିଣୁଛନ୍ତି, ଆଗକୁ ପିଆଜ ତା’ଠାରୁ ଅଧିକ ଦରରେ କିଣିବେ। ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି।

କଟକ ମାଲ୍ ଗୋଦାମରେ ପିଆଜ କିଲୋ ୬୦ ଟପିଲାଣି। ଖୁଚୁରା ବଜାରରେ ୬୫ରୁ ୭୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ। କେବଳ କଟକ ନୁହେଁ ବ୍ରହ୍ମପୁର, ବାଲେଶ୍ୱର ପରି ସହରରେ ମଧ୍ୟ ପିଆଜ ଦର ହୁ ହୁ ହୋଇ ବଢୁଛି। କିଲେ ପିଆଜ କିଣୁଥିବା ଗ୍ରାହକ ଏବେ ଅଢ଼େଇ ଶହରେ କାମ ଚଳାଉଛି। ଏପଟେ ଓଡ଼ିଶା ବଜାରରେ ପିଆଜ ଦର ବଢିବା ପଛରେ ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ବର୍ଷାକୁ ଦାୟୀ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଗକୁ ଆହୁରି ୬ରୁ ୧୦ ଟଙ୍କା ବଢିପାରେ। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ରିହାତି ଦରରେ ପିଆଜ ଯୋଗାଇବାକୁ ଚିନ୍ତା କରୁଛନ୍ତି। ଏ ନେଇ ଖୁବ୍‌ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

କେବଳ ପିଆଜ ନୁହେଁ, ପୂରା ପରିବା ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବଢି ବଢି ଯାଉଛି। ଗାଜର ଓ ପୋଟଳ ଦର ୧୦୦ ଉପରେ ଥିଲା ବେଳେ ଝୁଡ଼ଙ୍ଗ, ବିନ୍‌ସ ଦାମ୍ ୮୦ ଟପିଲାଣି। ସେହିପରି କଲରା ୮୦, ଟମାଟୋ ୬୦ ଟଙ୍କା, ବାଇଗଣ ୪୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ଅମୃତଭଣ୍ଡା ୪୦ ଓ ବୋଇତି କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି।

ତେଲ ଓ ଡାଲିର ଦାମ ମଧ୍ୟ ବେଲଗାମ ହୋଇଛି। କଟକ ମାଲଗୋଦାମରେ ଡାଲି କିଲୋପିଛା ୧୦ ଟଙ୍କାରୁ ୩୦ ଟଙ୍କା ଯାଏ ବଢିଛି। ଏବେ ହରଡ଼ ଡାଲି କିଲୋ ୯୦ରୁ ୯୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୁଗ ଡାଲି ୮୫ରୁ ଏକାଥରେ ଲଂଫ ମାରି ୧୦୦ ଛୁଇଁଛି। ବିରି ଡାଲି ୮୦ରୁ ୧୧୦କୁ ଡେଇଁଛି। ଖାଇବା ତେଲ ମଧ୍ୟ ଲିଟର ପିଛା ୫ ଟଙ୍କା ବିଢିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story