ଅନଲାଇନରେ ମିଳିବ କୁକୁଡ଼ା ମାଂସ ଓ ଅଣ୍ଡା

ଭୁବନେଶ୍ୱର: ଏଣିକି ଅନଲାଇନରେ ମିଳିବ କୁକୁଡ଼ା ମାଂସ ଓ ଅଣ୍ଡା। ଓପଲଫେଡ ପକ୍ଷରୁ ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସହାୟତାରେ ଓପଲଫେଡ଼ ‘ଚିକେନ ଫ୍ରେସ’ ନାଁରେ ଏହି ସେବା ଆରମ୍ଭ କରିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଭୁବନେଶ୍ୱର ସହର ଭିତରେ ଏହି ସେବାକୁ ସୀମିତ ରଖାଯାଇଛି। ଗ୍ରାହକମାନେ ଚିକେନ ଫ୍ରେସ୍ ଡଟ୍ ଇନ୍ ୱେବସାଇଟକୁ ଯାଇ ଅନଲାଇନରେ ଅର୍ଡର କରି ପାରିବେ। ତେବେ ବର୍ତ୍ତମାନ ଏଥିପାଇଁ ଅତିକମରେ […]

egg

egg

Rakesh Mallick
  • Published: Monday, 03 August 2015
  • Updated: 03 August 2015, 09:44 AM IST

Sports

Latest News

ଭୁବନେଶ୍ୱର: ଏଣିକି ଅନଲାଇନରେ ମିଳିବ କୁକୁଡ଼ା ମାଂସ ଓ ଅଣ୍ଡା। ଓପଲଫେଡ ପକ୍ଷରୁ ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସହାୟତାରେ ଓପଲଫେଡ଼ ‘ଚିକେନ ଫ୍ରେସ’ ନାଁରେ ଏହି ସେବା ଆରମ୍ଭ କରିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଭୁବନେଶ୍ୱର ସହର ଭିତରେ ଏହି ସେବାକୁ ସୀମିତ ରଖାଯାଇଛି। ଗ୍ରାହକମାନେ ଚିକେନ ଫ୍ରେସ୍ ଡଟ୍ ଇନ୍ ୱେବସାଇଟକୁ ଯାଇ ଅନଲାଇନରେ ଅର୍ଡର କରି ପାରିବେ। ତେବେ ବର୍ତ୍ତମାନ ଏଥିପାଇଁ ଅତିକମରେ ୫୦୦ ଟଙ୍କ।ର ଅର୍ଡର କରିବାକୁ ପଡ଼ିବ। ଅର୍ଡର କରିବାର ଏକ ଘଣ୍ଟା ମଧ୍ୟରେ ଚିକେନ କିମ୍ୱା ଅଣ୍ଡା ମିଳିଯିବ  ବୋଲି ଓପଲଫେଡ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story