ଫସଲବୀମା ପଞ୍ଜିକରଣ ଅବଧି ସରିଲା, ଲକ୍ଷ ଲକ୍ଷ ଚାଷୀ ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁ ରାଜ୍ୟର କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ଦେଖାଦେବାର ଆଶଙ୍କା ଥିବାବେଳେ ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗତବର୍ଷ ଖରିଫ ଋତୁରେ ପ୍ରାୟ ୧୮ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ କରିବାରେ ସଫଳ ହୋଇଥିବା ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ମାତ୍ର ୬ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଇ ପାରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣର ଆଜି ଶେଷଦିନ ଥିବାବେଳେ […]

Only-6-lakh-farmers-have-been-included-in-pm-crop-insurance-programme-in-odisha

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁ ରାଜ୍ୟର କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ଦେଖାଦେବାର ଆଶଙ୍କା ଥିବାବେଳେ ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗତବର୍ଷ ଖରିଫ ଋତୁରେ ପ୍ରାୟ ୧୮ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ କରିବାରେ ସଫଳ ହୋଇଥିବା ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ମାତ୍ର ୬ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଇ ପାରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣର ଆଜି ଶେଷଦିନ ଥିବାବେଳେ ମରୁଡ଼ିରେ ଫସଲ ନଷ୍ଟ ହେବାର ଆଶଙ୍କା କରୁଥିବା ଚାଷୀମାନେ ବୀମାଭୁକ୍ତ ହୋଇପାରିନଥିବାରୁ ଏବେ ନିରାଶ ହୋଇପଡ଼ିଛନ୍ତି।

ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜୁଲାଇ ୨୫ତାରିଖ ସୁଦ୍ଧା ଋଣ ନେଇଥିବା ରାଜ୍ୟର ୪ଲକ୍ଷ ୮୦ହଜାର ୫୦୯ଜଣ ଚାଷୀଙ୍କୁ ଏହି ବୀମା ପରିସରଭୁକ୍ତ କରାଯାଇଛି। ଗତ ଖରିଫ ଋତୁରେ ମୋଟ ୧୭ଲକ୍ଷ ୪୭ହଜାର ୩୩୫ଜଣ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପଞ୍ଜିକରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫.୮୧ ଲକ୍ଷ ଚାଷୀଙ୍କୁ ବୀମା କ୍ଷତିପୂରଣ ବାବଦରେ ୮୮୩.୬୧ କୋଟି ଟଙ୍କା ମିଳିଥିଲା।

ମାତ୍ର ସମବାୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୩୧ ତାରିଖ ସୁଦ୍ଧା ମୋଟ ୫.୯୬ଲକ୍ଷ ଚାଷୀ ଏହି ଫସଲ ବୀମାଭୁକ୍ତ ହୋଇପାରିଛନ୍ତି। କିନ୍ତୁ ଗତବର୍ଷ ତୁଳନାରେ ଏଥର ଖୁବ କମ୍ ସଂଖ୍ୟକ ଚାଷୀ ଏଥର ପଞ୍ଜିକୃତ ହୋଇଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ନଚେତ୍ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିବ। ଗାଇଡଲାଇନ୍ ଅନୁସାରେ ଫସଲ ଋଣ ନେଉଥିବା ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ତେଣୁ ସମ୍ଭାବ୍ୟ ମରୁଡ଼ିରେ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ସମସ୍ତ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story