ଆସିଲାନି ଆମ୍ୱୁଲାନ୍ସ,ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହିଲେ ଦୁଇ ପୁଅ

କଲ୍ୟାଣସିଂହପୁର (ମାଉଡି ବାରିକ): ଫୋନ କଲେ, ହେଲେ ଆସିଲାନି ଆମ୍ବୁଲାନ୍ସ! ଶେଷରେ ଉପାୟଶୂନ୍ୟ ହୋଇ ଭାରରେ ଅସୁସ୍ଥ ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ଦୁଇ ପୁଅ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଘାଗୁଡ଼ିମାଳ ଅଞ୍ଚଳରୁ ଦେଖିବାକୁ ମିଳିଛି ଏପରି ଚିତ୍ର। ଆଜି ଘାଗୁଡ଼ିମାଳ ଗାଁର ନାଗବଂଶ ପଶୁଙ୍କ ଦେହ ଅସୁସ୍ଥ ହୋଇଥିଲା। ତାଙ୍କୁ କଲ୍ୟାଣସିଂହପୁର ମେଡିକାଲକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଆସିବାକୁ […]

old-man-carried-in-kalyansinghpur

old-man-carried-in-kalyansinghpur

Manoranjan Sial
  • Published: Tuesday, 23 October 2018
  • Updated: 11 January 2021, 11:05 AM IST

Sports

Latest News

କଲ୍ୟାଣସିଂହପୁର (ମାଉଡି ବାରିକ): ଫୋନ କଲେ, ହେଲେ ଆସିଲାନି ଆମ୍ବୁଲାନ୍ସ! ଶେଷରେ ଉପାୟଶୂନ୍ୟ ହୋଇ ଭାରରେ ଅସୁସ୍ଥ ବୃଦ୍ଧ ରୋଗିଣା ବାପାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ଦୁଇ ପୁଅ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଘାଗୁଡ଼ିମାଳ ଅଞ୍ଚଳରୁ ଦେଖିବାକୁ ମିଳିଛି ଏପରି ଚିତ୍ର।

ଆଜି ଘାଗୁଡ଼ିମାଳ ଗାଁର ନାଗବଂଶ ପଶୁଙ୍କ ଦେହ ଅସୁସ୍ଥ ହୋଇଥିଲା। ତାଙ୍କୁ କଲ୍ୟାଣସିଂହପୁର ମେଡିକାଲକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଆସିବାକୁ ସିଧାସିଧା ମନା କରିଦେଇଥିବା ଅଭିଯୋଗ ହୋଇଛି।

ଫଳରେ ଘାଗୁଡ଼ିମାଳ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂର ମେଡିକାଲକୁ ଭାର କରି ବୃଦ୍ଧ ବାପାଙ୍କୁ ବୋହି ନେଇଥିଲେ ଦୁଇ ପୁଅ। ତେବେ ରାସ୍ତାରେ ପଡ଼ିଥିଲା କଲ୍ୟାଣୀ ନଦୀ। ଗତବର୍ଷ ବନ୍ୟାରେ କଲ୍ୟାଣୀ ନଦୀ ପୋଲ ଭାଙ୍ଗି ଯାଇଥିବାରୁ ବୃଦ୍ଧ ବାପାଙ୍କୁ ଭେଳା କରି ନଦୀ ପାର କରିଥିଲେ ଦୁଇ ପୁଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story