ସିଟିବସ୍‌କୁ ବିରୋଧ କରି ଧର୍ମଘଟ, ବସ୍‌ ଚଳାଚଳ ବନ୍ଦ

କୋରାପୁଟ: କୋରାପୁଟରେ ସିଟି ବସ୍‌ ଚଳାଚଳକୁ ବିରୋଧ କରି କୋରାପୁଟ ଘରୋଇ ବସ୍‌  ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି। ସିଟି ବସ୍‌କୁ ଦିଆଯାଇଥିବା ରୁଟ୍‌ ପରମିଟ୍‌ ଏବଂ ଟାଇମିଂକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଘ। ସିଟି ବସ୍‌କୁ ଦିଆଯାଇଥିବା ପରମିଟ୍‌ ଓ ଟାଇମିଂ ବେଆଇନ୍‌ ବୋଲି ସଂଘ ଅଭିଯୋଗ କରିଛି। ସଂଘର ବନ୍ଦ ଡାକରା ଯୋଗୁ କୋରାପୁଟରୁ ବିଭିନ୍ନ ଅଞ୍ଚଳକୁ ବସ୍ ଚଳାଚଳ ବନ୍ଦ ରହିଛି।

bus

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 08:04 AM IST

Related story