'ନିଯୁକ୍ତି ନପାଇ ନିଶାଖୋର ହେଉଛି ଯୁବ ସମାଜ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଓ ଯୁବତୀ ନିଯୁକ୍ତି ନପାଇ ନିଶାଖୋର ପାଲଟି ଯାଉଛନ୍ତି। ଯାହାଫଳରେ ରାଜ୍ୟରେ ବୃଦ୍ଧି ପାଉଛି ଅପରାଧ। ନିଯୁକ୍ତି ଏବଂ ବେକାରୀ ସମସ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଦେଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି […]

assamble

assamble

Manoranjan Sial
  • Published: Thursday, 25 July 2019
  • Updated: 25 July 2019, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଓ ଯୁବତୀ ନିଯୁକ୍ତି ନପାଇ ନିଶାଖୋର ପାଲଟି ଯାଉଛନ୍ତି। ଯାହାଫଳରେ ରାଜ୍ୟରେ ବୃଦ୍ଧି ପାଉଛି ଅପରାଧ। ନିଯୁକ୍ତି ଏବଂ ବେକାରୀ ସମସ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ଦେଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ନିଯୁକ୍ତି ସମ୍ପର୍କିତ ମୂଲତବୀ ନୋଟିସ୍‌ ଆଲୋଚନାରେ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଥିଲେ। ସରକାରୀ ହିସାବ କହୁଛି, ରାଜ୍ୟରେ ବେକାରୀଙ୍କ ସଂଖ୍ୟା ପ୍ରାୟ ୮୫ ଲକ୍ଷ ରହିଛି। ଘରୋଇ କ୍ଷେତ୍ରରେ ଆତ୍ମନିଯୁକ୍ତି କଥା ଛାଡନ୍ତୁ, ସରକାରୀ କ୍ଷେତ୍ରରେ ବି ଚାକିରି ନାହିଁ। କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବେ କହି ଦେଶବାସୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ।

ସେହିପରି ବିଜେପି ଅଭିଯୋଗ କରିଛି ଯେ, ୨୦୧୧ ଜନସଂଖ୍ୟା ଅନୁଯାୟୀ ରାଜ୍ୟରେ ୫୮ ଦଶମିକ ୨ ପ୍ରତିଶତ ବେକାରୀ ସଂଖ୍ୟା ବଢ଼ିଛି। ଦାଦନ ଖଟିବାକୁ ଯାଉଛନ୍ତି। ନରସିଂହ ମିଶ୍ର କହିଛନ୍ତି-“ବେକାରୀ ସମସ୍ୟା ବୃଦ୍ଧି ପାଉଛି ବୋଲି ରାଜ୍ୟ ସରକାର ଗୃହରେ ସ୍ୱୀକାର କରିଛନ୍ତି। ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।”

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି,“ଓଡ଼ିଶାରେ ପ୍ଲାଣ୍ଟ ଓ କାରଖାନା ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ସ୍ଥାନୀୟ ଲୋକେ ଜମି ଓ ଜଳ ଦେଉଛନ୍ତି। ହେଲେ ସେମାନଙ୍କୁ ନିଯୁକ୍ତି ଦିଆଯାଉନି। ଯେଉଁଥିପାଇଁ ଆମ ରାଜ୍ୟର ଲୋକେ ଗୁଜରାଟ ଯାଉଛନ୍ତି।”

ଏହାର ଜବାବରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି,“୫ ବର୍ଷ ଭିତରେ ୧୫ ଲକ୍ଷ ଯୁବକ ଓ ଯୁବତୀଙ୍କୁ କୁଶଳୀ କରାଯିବ। ଏହାକୁ ଟାର୍ଗେଟ କରି ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story