କରୋନାରେ ବି ଯୋଜନାବଦ୍ଧ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ : ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ପ୍ଲାଜମା ଦାନ ପାଇଁ ଲୋକଙ୍କ ମଧ୍ୟରେ ଜନଜାଗରଣ ନିମନ୍ତେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଦାୟିତ୍ୱ ଦେବା ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ। ମୁଖ୍ୟମନ୍ତ୍ରୀ ଏଭଳି ଯୋଜନାମୂଳକ ରାଜନୀତି ନକରନ୍ତୁ ଓ ସର୍ବଦଳୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଜିଲ୍ଲା ହିସାବରେ ଦାୟିତ୍ୱ ଦେଇ ମନ୍ତ୍ରୀମାନଙ୍କୁ ରାଜ୍ୟ […]

pradipta

pradipta

Tapas Behera
  • Published: Saturday, 25 July 2020
  • Updated: 25 July 2020, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ପ୍ଲାଜମା ଦାନ ପାଇଁ ଲୋକଙ୍କ ମଧ୍ୟରେ ଜନଜାଗରଣ ନିମନ୍ତେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଦାୟିତ୍ୱ ଦେବା ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ। ମୁଖ୍ୟମନ୍ତ୍ରୀ ଏଭଳି ଯୋଜନାମୂଳକ ରାଜନୀତି ନକରନ୍ତୁ ଓ ସର୍ବଦଳୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଜିଲ୍ଲା ହିସାବରେ ଦାୟିତ୍ୱ ଦେଇ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାର ଯେଉଁ ଭାଗ କରିଛନ୍ତି ତାହା କେବଳ ରାଜନୀତି। ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କୁ ଅନୁରୋଧ କରିସାରିଛନ୍ତି। ଏବେ ମନ୍ତ୍ରୀମାନେ ତାଙ୍କଠୁ ଅଧିକ କ’ଣ କରିବେ ଓ  ଜନଜାଗରଣ ସେମାନେ କିଭଳି କରିବେ ବୋଲି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ଜିଲ୍ଲାଗୁଡ଼ିକରେ କରୋନା ସ୍ଥିତି ଅଣାୟତ୍ତ ହେବାପରେ ମନ୍ତ୍ରୀମାନଙ୍କୁ ଜିଲ୍ଲାକୁ ପଠାଯାଉଛି। ଦଳମତ ନିର୍ବିଶେଷରେ ସବୁ ଦଳ ଏକ ହୋଇ କରୋନାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କୁ ସହଯୋଗ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କୁ ପ୍ଲାଜମା ଥେରାପୀ ବିଷୟରେ ଅନୁରୋଧ କଲାପରେ ଆଉଜଣେ କେହି ଯାଇ ଜନଜାଗରଣ କରିବା ଏକ ପ୍ରଣୋଦିିତ ରାଜନୀତି ଭଳି ଅନୁଭବ ହେଉଛି। ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ଲାଜମା ଥେରାପୀ ପାଇଁ ବ୍ୟବସ୍ଥା ହୋଇନାହିଁ। ଥେରାପୀ ପାଇଁ ଏକ୍ସପର୍ଟମାନଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ତା’ହେଲେ ଏହି ମନ୍ତ୍ରୀମାନେ ଯାଇ କରିବେ କ’ଣ ବୋଲି ସେ ପ୍ରଶ୍ନ କରିଚନ୍ତି।  ରାଜ୍ୟକୁ ସଚିବମାନେ ଶାସନ କରୁଥିବାବେଳେ ଆଜି ମନ୍ତ୍ରୀମାନେ କିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମନେପଡ଼ିଲେ ତାହା ଚିନ୍ତା କରିବାର ବିଷୟ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକି କରୋନା ସ୍ଥିତି ଉପରେ ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story