ଛତର ଯାତ୍ରାରେ ବଳି ଦିଆଗଲେ ଜିଲ୍ଲାପାଳ ଓ ଏସ୍‌ପି ଦାୟୀ ରହିବେ

କଟକ(ଓଡ଼ିଶା ରିପୋର୍ଟର): ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ବଳି ବନ୍ଦ ପାଇଁ ଛତର ଯାତ୍ରାର ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ବଳିସ୍ଥଳ ତଥା ରାସ୍ତାକଡ଼ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। […]

Chhatar-Jatra

Chhatar-Jatra

Manoranjan Sial
  • Published: Wednesday, 08 January 2020
  • Updated: 08 January 2020, 09:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ। ବଳି ବନ୍ଦ ପାଇଁ ଛତର ଯାତ୍ରାର ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଓ ବଳିସ୍ଥଳ ତଥା ରାସ୍ତାକଡ଼ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ପ୍ରତିବର୍ଷ ଦୁର୍ଗାପୂଜାରେ ଅଷ୍ଟମୀ ରାତି ସାରା ପୂଜା ହୋଇଥାଏ। ନବମୀ ସକାଳେ ଜେନାଖାଲରୁ ମା’ଙ୍କ ବିଜୟ ପ୍ରତିମା ଛତର ମାଣିକେଶ୍ୱରି ମନ୍ଦିର ଅଭିମୁଖେ ଯାଇଥାଏ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଏ। ରାସ୍ତା ରକ୍ତ ରଞ୍ଜିତ ହୋଇଥାଏ। ଚଳିତବର୍ଷ ୧୦,୦୦୦ ପଶୁ ଓ ପକ୍ଷୀଙ୍କୁ ବଳି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story