ଶଟଡାଉନରେ ବି ଓଟିଡିସି ଦେବ ରଜପିଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଚଳିତବର୍ଷ ନିଆରା ଢଙ୍ଗରେ ରଜପିଠା ଯୋଗାଇବ। ଲକଡାଉନ୍ ଓ ଶଟଡାଉନ୍ ସତ୍ତ୍ୱେ ଓଟିଡିସି ସାଧାରଣ ଲୋକଙ୍କ ଘରେ ରଜପିଠା ପହଂଚାଇବାର ବନ୍ଦୋବସ୍ତ କରିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ପର୍ବରେ ‘ଓଟିଡିସି’ ବିଗତବର୍ଷ ଭଳି ଏଥର ମଧ୍ୟ ପୋଡ଼ ପିଠା, ଚନ୍ଦ୍ରକାନ୍ତି, […]

otdc

otdc

Tapas Behera
  • Published: Wednesday, 10 June 2020
  • Updated: 10 June 2020, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଚଳିତବର୍ଷ ନିଆରା ଢଙ୍ଗରେ ରଜପିଠା ଯୋଗାଇବ। ଲକଡାଉନ୍ ଓ ଶଟଡାଉନ୍ ସତ୍ତ୍ୱେ ଓଟିଡିସି ସାଧାରଣ ଲୋକଙ୍କ ଘରେ ରଜପିଠା ପହଂଚାଇବାର ବନ୍ଦୋବସ୍ତ କରିଛି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ପର୍ବରେ ‘ଓଟିଡିସି’ ବିଗତବର୍ଷ ଭଳି ଏଥର ମଧ୍ୟ ପୋଡ଼ ପିଠା, ଚନ୍ଦ୍ରକାନ୍ତି, ଆରିଷା, ଗଜାମଣ୍ଡା ଆଦି ପିଠା ସହ ମାଣ୍ଡିଆଜାତୀୟ ଖାଦ୍ୟସାମଗ୍ରୀ ଲୋକଙ୍କ ନିକଟରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ ମାଣ୍ଡିଆଜାତୀୟ ଖାଦ୍ୟ ଯାହାକି ଅତ୍ୟନ୍ତ ପୃଷ୍ଟିକର ଖାଦ୍ୟ ତାହା ମଧ୍ୟ ଏହି ପିଠା ସହ ମିଳିବ। କରୋନାଜନିତ ସାମାଜିକ ଦୂରତ୍ୱ କଟକଣା, ଲକଡାଉନ୍ ଓ ୧୧ଟି ଜିଲ୍ଲାରେ ଶନିବାର-ରବିବାର ସଟଡାଉନକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ସାଧାରଣ ଲୋକଙ୍କ ନିକଟରେ  ‘ପିଠା ଅନ୍ ହ୍ୱିଲ୍ ’ ଓ ‘ହୋମ ଡେଲିଭରି’ ମାଧ୍ୟମରେ ରଜପିଠା ଉପଲବ୍ଧ କରାଯିବ।
ଆସନ୍ତା ଜୁନ୍ ୧୩ ଓ ୧୪ତାରିଖରେ ସଟଡାଉନ୍ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କ ନିକଟରେ ରଜପିଠାକୁ ‘ହୋମ୍ ଡେଲିଭରି’ ମାଧ୍ୟମରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି। ଦୁଇଦିନର ସଟଡାଉନ୍ ମଧ୍ୟରେ ଯେଉଁମାନେ ରଜପିଠା ଚାହିଁବେ ସେମାନେ ଓଟିଡିସି ଫୋନ୍ ନମ୍ବର-୯୦୭୮୮୮୫୫୧୬ , ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ୍ କରି ସେମାନଙ୍କ ଇଚ୍ଛା ମୁତାବକ ପିଠା ମଗାଇ ପାରିବେ।

ସେହିପରି ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ୍ ହ୍ୱିଲ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନ ଯଥା-  ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି। କଟକ ଓ ସମ୍ବଲପୁର ସହରରେ ମଧ୍ୟ ଲୋକମାନଙ୍କ ସୁବିଧା ଓ ଗମନାଗମନକୁ ଦୃଷ୍ଟିରେ ରଖି ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ।  କେତେକ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ନିୟୋଜିତ କରିବାକୁ ଓଟିଡିସି ସୁଯୋଗ ଦେଇଛି।
ଏସବୁ ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କ୍ରୟ କରିପାରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story