ଓୟୁଏଟି ଛାତ୍ରୀ ମୃତ୍ୟୁ ମାମଲା: ହେଷ୍ଟଲରେ ପୋଲିସର ତନାଘନା

ଭୁବନେଶ୍ୱର:ଓୟୁଏଟି ଛାତ୍ରୀ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଛାତ୍ରୀ ରହୁଥିବା ହେଷ୍ଟଲ ଯାଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମୃତା ଛାତ୍ରୀଙ୍କ ମାର୍କସିଟ ଯାଞ୍ଚ ପାଇଁ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସେପଟେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବିଏସପି ଏଜି ଓ ଏମଏସସି ଏଜିର ମାର୍କସିଟ ଯୋଗାଇଦେବେ ବୋଲି କହିଛନ୍ତି। ଅପର ପକ୍ଷରେ ଫେ।ରେନସିକ୍ ଟିମ ମଧ୍ୟ ଗତକାଲି ଛାତ୍ରୀ ରହୁଥିବା ହେଷ୍ଟଲର ଯାଞ୍ଚ କରିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି।

OUAT

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 02:03 AM IST

Related story