କଟକ ଟାଉନ୍‌ରୁ ୬୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ୍‌ କେସ୍‌

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ କଟକ ମହାନଗର ନିଗମ୍‌(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ୬୫ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ କୋଭିଡ୍‌ ଯୋଦ୍ଧା, ମଙ୍ଗଳାବାଗରୁ ଜଣେ, ତିନିଘରିଆ ନୂଆବଜାରରୁ ଜଣେ, ହାଇକୋର୍ଟ ଛକରୁ ଜଣେ, ବକ୍ସି ବଜାର ଅଞ୍ଚଳରୁ ଜଣେ କୋଭିଡ୍‌ ଯୋଦ୍ଧା ଓ ଖଟବିନ୍‌ ସାହୁ ଜଣେ ଲେଖାଏଁ ଅଛନ୍ତି। #COVID19 update […]

corona-3

corona-3

Manoranjan Sial
  • Published: Monday, 27 July 2020
  • Updated: 27 July 2020, 06:44 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ କଟକ ମହାନଗର ନିଗମ୍‌(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

୬୫ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ କୋଭିଡ୍‌ ଯୋଦ୍ଧା, ମଙ୍ଗଳାବାଗରୁ ଜଣେ, ତିନିଘରିଆ ନୂଆବଜାରରୁ ଜଣେ, ହାଇକୋର୍ଟ ଛକରୁ ଜଣେ, ବକ୍ସି ବଜାର ଅଞ୍ଚଳରୁ ଜଣେ କୋଭିଡ୍‌ ଯୋଦ୍ଧା ଓ ଖଟବିନ୍‌ ସାହୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/CMCCuttack/status/1287719225193140224?s=20

ସେହିପରି କୋମ୍‌ କ୍ୱାରେଣ୍ଟାଇଥିବା ୫୦ କରୋନା ଆକ୍ରାନ୍ତଙ୍କ ଭିତରୁ ଖଟବିନ ସାହିରୁ ୨୮, ସେକ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪, ଖାନ ନଗରରୁ ୨, ଦେୱାନ ବଜାରରୁ ୨ ଓ ସେଲଟର ଛକରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୭୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story