ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ

<p>ପୁରୀ(ଓଡିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ପଦ୍ମବେଶରେ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ମାଘମାସ ଶ୍ରୀ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର(ପଞ୍ଚମି ପୂର୍ବରୁ ପଡୁଥିବା ବାର) ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଶନିବାର ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ।</p> <p>ଦୂରଦୂରାନ୍ତୁ ଆସିଥିବା ଭକ୍ତମାନେ ଏହି ବେଶକୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ରତ୍ନସିଂହାସନ ଉପରେ ସୋଲରେ ତିଆରି ପଦ୍ମସାଜ&nbsp; ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଏହି ବିଶେଷ ନୀତିରେ ମହାପ୍ରଭୁଙ୍କୁ ପଦ୍ମବେଶରେ ସ୍ୱତନ୍ତ୍ର ଖିରି, ଅମ୍ବାଲୁ ଭୋଗ କରାଯାଇଥିଲା । ମହାପ୍ରଭୁଙ୍କର ପଦ୍ମବେଶ ସାଙ୍ଗକୁ ଖିରି ଅମ୍ବାଲୁ ଭୋଗ ପାଇଁ ଭକ୍ତମାନେ ଆଗ୍ରହ ପ୍ରକାଶ କରିଥିଲେ।</p>

Ordigital Desk
  • Published: Sunday, 21 January 2018
  • Updated: 21 January 2018, 07:38 PM IST

Sports

Latest News

<p>ପୁରୀ(ଓଡିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ପଦ୍ମବେଶରେ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ମାଘମାସ ଶ୍ରୀ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର(ପଞ୍ଚମି ପୂର୍ବରୁ ପଡୁଥିବା ବାର) ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଶନିବାର ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ।</p><p>ଦୂରଦୂରାନ୍ତୁ ଆସିଥିବା ଭକ୍ତମାନେ ଏହି ବେଶକୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ରତ୍ନସିଂହାସନ ଉପରେ ସୋଲରେ ତିଆରି ପଦ୍ମସାଜ&nbsp; ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଏହି ବିଶେଷ ନୀତିରେ ମହାପ୍ରଭୁଙ୍କୁ ପଦ୍ମବେଶରେ ସ୍ୱତନ୍ତ୍ର ଖିରି, ଅମ୍ବାଲୁ ଭୋଗ କରାଯାଇଥିଲା । ମହାପ୍ରଭୁଙ୍କର ପଦ୍ମବେଶ ସାଙ୍ଗକୁ ଖିରି ଅମ୍ବାଲୁ ଭୋଗ ପାଇଁ ଭକ୍ତମାନେ ଆଗ୍ରହ ପ୍ରକାଶ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos