ଶିଳାନ୍ୟାସକୁ ୪ବର୍ଷ ପୂରିଲା, ପାଇକ ବିଦ୍ରୋହ ସ୍ମାରକୀ କରିବାକୁ ଇଟା ଖଣ୍ଡେ ବି ପଡ଼ିଲାନି

ଖୋର୍ଦ୍ଧା(ବଳରାମ ଲେଙ୍କା): ପାଇକ ବିଦ୍ରୋହ ସ୍ମରକୀ ଶିଳାନ୍ୟାସ କରାଯିବାକୁ ୪ବର୍ଷ ପୂରିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଇଟା ଖଣ୍ଡେ ବି ପଡ଼ିଲାନି। ସେପଟେ ଅଭିଯୋଗ ହୋଇଛି କେନ୍ଦ୍ର ଓ ରାଜ୍ୟ ସାରକାରଙ୍କ ଭିତରେ ସମନ୍ୱୟର ଅଭାବ ଯୋଗୁ ଅନିଶ୍ଚିତତା ଭିତକୁ ଚାଲି ଯାଇଛି ପାଇକ ସ୍ମାରକୀ ଭାଗ୍ୟ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ବରୁଣେଇ ଠାରେ ୨୦୧୯ରେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ପାଇଁ […]

paikabidroha

paikabidroha

Niranjan Mishra
  • Published: Friday, 13 January 2023
  • Updated: 13 January 2023, 10:22 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ପାଇକ ବିଦ୍ରୋହ ସ୍ମରକୀ ଶିଳାନ୍ୟାସ କରାଯିବାକୁ ୪ବର୍ଷ ପୂରିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଇଟା ଖଣ୍ଡେ ବି ପଡ଼ିଲାନି। ସେପଟେ ଅଭିଯୋଗ ହୋଇଛି କେନ୍ଦ୍ର ଓ ରାଜ୍ୟ ସାରକାରଙ୍କ ଭିତରେ ସମନ୍ୱୟର ଅଭାବ ଯୋଗୁ ଅନିଶ୍ଚିତତା ଭିତକୁ ଚାଲି ଯାଇଛି ପାଇକ ସ୍ମାରକୀ ଭାଗ୍ୟ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ବରୁଣେଇ ଠାରେ ୨୦୧୯ରେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ସ୍ଥଳ ଏବେ ଅନାବନା ଗଛ ଓ ଘାସରେ ପୂରି ଗଲାଣି।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ପାଇକ ବିଦ୍ରୋହ ଥିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମ। ୧୮୧୭ ମସିହାରେ ଖୋର୍ଦ୍ଧାର ବରୁଣେଇ ପୀଠରୁ ସଂଗଠିତ ଏହି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ୪ ବର୍ଷ ତଳେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବରୁଣେଇଠାରେ ଏକ ବିରାଟ ପାଇକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ୫୦ ଏକର ଜମି ମାଗିଥିଲେ। ତେବେ ୫୦ ଏକର ବଦଳରେ ରାଜ୍ୟ ସରକାର ବରୁଣେଇଠାରେ ୧୦ ଏକର ଜାଗା ଦେଇଥିଲେ। ଏହା ସମ୍ପୂର୍ଣ୍ଣ ଅଧିଗ୍ରହଣ ହୋଇନଥିଲା ବେଳେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡିସେମ୍ୱର ୮ ତାରିଖରେ ଉକ୍ତ ସ୍ଥାନରେ ସ୍ମରକୀ ନିମନ୍ତେ ଶିଳାନ୍ୟାସ କରିଥିଲେ। ହେଲେ ସ୍ମାରକୀ କରିବା ନିମନ୍ତେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନାହିଁ। ଏପରିକି ଏହାର ରୂପରେଖ କ’ଣ ରହିଛି, ସେନେଇ ସାଧାରଣ ଲୋକଙ୍କୁ ଅବଗତ କରାଗଲା ନାହିଁ। ଯାହାକୁ ନେଇ କଳିଙ୍ଗ ପାଇକ ସଂଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ଓ ବୀର ଓଡ଼ିଆ ପାଇକ ସଂଘ ଆବାହକ ଦିଲ୍ଲିପ ଶ୍ରୀଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି।

କୃଷ୍ଣଚନ୍ଦ୍ର ହରିଚନ୍ଦନ କହିଛନ୍ତି, ଖୋର୍ଦ୍ଧା ପାଇକ ବିଦ୍ରୋହରେ ବହୁ ପାଇକ ବୀର ଶହିଦ୍ ହୋଇଥିଲେ। ଆଜି ମଧ୍ୟ ସେହି ପାଇକ ବଂଶଧରମାନଙ୍କ ଦାୟାଦମାନେ ଓଡ଼ିଆ ଜାତିର ପାଇକ ବିଦ୍ରୋହକୁ ଉପଯୁକ୍ତ ପ୍ରାଧାନ୍ୟ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରୁଛନ୍ତି। କିନ୍ତୁ ଏହା ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ବରୁଣେଇଠାରେ ପାଇକ ସ୍ମାରକୀ ନିର୍ମାଣ ଦିଗରେ ଆନ୍ତରିକତା ଦେଖାଇ ନଥିବାରୁ ଅନେକ ଏହାକୁ ନାପସନ୍ଦ କରିଛନ୍ତି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ ଅଏଲ୍ କର୍ପୋରେସନ୍‌ ଲିମିଟେଡ୍‌ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ କାମ ଆରମ୍ଭ ନହେବା ସମସ୍ତଙ୍କୁ ବ୍ୟଥିତ କରିଛି।

ରାଜ୍ୟ ସଭା ସାଂସଦ ମୁନା ଖାଁ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସ୍ମାରକୀ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଛନ୍ତି। ଜମି ଅଧିଗ୍ରହଣ ହୋଇସାରିଲାଣି। ଖୁବ୍‌ଶୀଘ୍ର ପ୍ରକଳ୍ପ ରୂପ ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story