ସୁସ୍ଥ ହେଲା ଅଜଗର, ଯିବ ନନ୍ଦନକାନନ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ଜୀବନ ପାଇଲା ଅଜଗର। ଡାକ୍ତରଙ୍କ ୧୦ ମାସର ଅକ୍ଲାନ୍ତ ଚେଷ୍ଟା ଯୋଗୁ ଆଜି ସୁସ୍ଥ ହୋଇଛି ଅଜଗର। ସୁସ୍ଥ ହେବା ପରେ ଯାହାକୁ ଦେଖୁଛି ଗର୍ଜୁଛି। ଏପରିକି ଆକ୍ରମଣ କରିବା ପାଇଁ ଲମ୍ଫ ମାରୁଛି। ତାକୁ ନନ୍ଦନକାନନରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି।<br /> ୨୦୧୬ ନଭେମ୍ବର ୯ ତାରିଖରେ ଆଜକୁ ଠିକ୍&zwnj; ୧୦ ମାସ ତଳେ ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ଏକ ଅଜଗର। ଜାଲରେ ପଡି ତାର ଦେହରେ ୧୧ ଇଞ୍ଚର ଗଭୀର ବଡ କ୍ଷତ ହୋଇଥିଲା। ସ୍ନେକ ହେଲ୍ପଲାଇନ୍&zwnj; ସହାୟତାରେ ସାପଟିକୁ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍ ଲାଗିପଡିଲେ ଅଜଗର ଚିକିତ୍ସାରେ। ଡ୍ରେସିଂଠାରୁ ଆରମ୍ଭ କରି ଖାଦ୍ୟ ଖୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଇଥିଲେ ଡାକ୍ତରି ଟିମ୍। ସାପର ସମସ୍ତ ଚିକିତ୍ସା ଖର୍ଚ୍ଚ ପୁରୀ ଡିଏଫଓ ବହନ କଲେ। ଶେଷରେ ନୂଆ ଜୀବନ ପାଇଲା ଅଜଗର। ଦେହରେ ହୋଇଥିବା କ୍ଷତ ଶୁଖିଲା। ସୁସ୍ଥ ହେବା ପରେ ଯାହାକୁ ଦେଖୁଛି ଗର୍ଜନ କରୁଛି। ଏପରି ଲମ୍ଫ ମାରିବାକୁ ପଛାଉନାହିଁ। ବହୁ ବିଚାର ବିମର୍ଷ ପରେ ଅଜଗରଟିକୁ ନନ୍ଦନକାନନରେ ଛାଡିବାକୁ ନିଷ୍ପତି ହୋଇଛି। </p>

Ordigital Desk
  • Published: Wednesday, 23 August 2017
  • Updated: 23 August 2017, 08:35 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ ଜୀବନ ପାଇଲା ଅଜଗର। ଡାକ୍ତରଙ୍କ ୧୦ ମାସର ଅକ୍ଲାନ୍ତ ଚେଷ୍ଟା ଯୋଗୁ ଆଜି ସୁସ୍ଥ ହୋଇଛି ଅଜଗର। ସୁସ୍ଥ ହେବା ପରେ ଯାହାକୁ ଦେଖୁଛି ଗର୍ଜୁଛି। ଏପରିକି ଆକ୍ରମଣ କରିବା ପାଇଁ ଲମ୍ଫ ମାରୁଛି। ତାକୁ ନନ୍ଦନକାନନରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି।<br />୨୦୧୬ ନଭେମ୍ବର ୯ ତାରିଖରେ ଆଜକୁ ଠିକ୍&zwnj; ୧୦ ମାସ ତଳେ ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ଏକ ଅଜଗର। ଜାଲରେ ପଡି ତାର ଦେହରେ ୧୧ ଇଞ୍ଚର ଗଭୀର ବଡ କ୍ଷତ ହୋଇଥିଲା। ସ୍ନେକ ହେଲ୍ପଲାଇନ୍&zwnj; ସହାୟତାରେ ସାପଟିକୁ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍ ଲାଗିପଡିଲେ ଅଜଗର ଚିକିତ୍ସାରେ। ଡ୍ରେସିଂଠାରୁ ଆରମ୍ଭ କରି ଖାଦ୍ୟ ଖୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଇଥିଲେ ଡାକ୍ତରି ଟିମ୍। ସାପର ସମସ୍ତ ଚିକିତ୍ସା ଖର୍ଚ୍ଚ ପୁରୀ ଡିଏଫଓ ବହନ କଲେ। ଶେଷରେ ନୂଆ ଜୀବନ ପାଇଲା ଅଜଗର। ଦେହରେ ହୋଇଥିବା କ୍ଷତ ଶୁଖିଲା। ସୁସ୍ଥ ହେବା ପରେ ଯାହାକୁ ଦେଖୁଛି ଗର୍ଜନ କରୁଛି। ଏପରି ଲମ୍ଫ ମାରିବାକୁ ପଛାଉନାହିଁ। ବହୁ ବିଚାର ବିମର୍ଷ ପରେ ଅଜଗରଟିକୁ ନନ୍ଦନକାନନରେ ଛାଡିବାକୁ ନିଷ୍ପତି ହୋଇଛି। </p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos