ମଧ୍ୟପ୍ରଦେଶ ମୁହାଁଇଲେ ପଙ୍ଗପାଳ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ମଧ୍ୟପ୍ରଦେଶରୁ ଆସି ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି। ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚି ଥିଲେ। ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବା ଆଶଙ୍କା ରହିଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ […]

pangapal

pangapal

Niharika Rout
  • Published: Tuesday, 02 June 2020
  • Updated: 02 June 2020, 12:46 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ମଧ୍ୟପ୍ରଦେଶରୁ ଆସି ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି। ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚି ଥିଲେ। ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବା ଆଶଙ୍କା ରହିଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଜଙ୍ଗଲ ପାଖ ଗାଁ ଲୋକମାନେ ବାଣ ଫୁଟାଇ, ବଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଥିଲେ।

ଅପରପକ୍ଷେ ମନିନ୍ଦ୍ରଗଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଔଷଧସିଞ୍ଚନ କାମ ଆରମ୍ଭ କରିଥିଲେ। କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ୱଂସ ମଧ୍ୟ ହୋଇଯାଇଥିଲେ। ଏହାପରେ ସେମାନେ ମଧ୍ୟପ୍ରଦେଶ ଆଡ଼କୁ ପଳାଇଥିବା ଜଣାଯାଇଛି।

ଏହି ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିଲେ ବହୁ ପରିମାଣର ଫସଲ ନଷ୍ଟ କରିବାର ଆଶଙ୍କା ଥିବାରୁ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story