ବ୍ରାହ୍ମଣଛାଇ ନିର୍ବାଚନୀ ହିଂସା: ଚିକିତ୍ସାଧୀନ ଆଉ ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇରେ ଘଟିଥିବା ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୨୦ ତାରିଖ ବ୍ରାହ୍ମଣଛାଇ ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ସଂଘର୍ଷ ଘଟି ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା ବେଳେ ୧୦ ଜଣ ଆହତ ହୋଇଥିଲେ। ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ନିର୍ବାଚନକୁ ବାତିଲ କରିଥିଲେ ରାଜ୍ୟ ନିର୍ବାଚନ କମିଶନର।

maxresdefault

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 09:47 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇରେ ଘଟିଥିବା ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ୨୦ ତାରିଖ ବ୍ରାହ୍ମଣଛାଇ ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ସଂଘର୍ଷ ଘଟି ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା ବେଳେ ୧୦ ଜଣ ଆହତ ହୋଇଥିଲେ। ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ନିର୍ବାଚନକୁ ବାତିଲ କରିଥିଲେ ରାଜ୍ୟ ନିର୍ବାଚନ କମିଶନର।

Related story