ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ

ପୁରୀ(ଓଡ଼ିଶା ରିପୋର୍ଟର): ଦେବଦେବ ମହାଦେବଙ୍କ ପବିତ୍ର ଜାଗର ପାଇଁ ପୁରୀ ଶ୍ରୀଲୋକନାଥ ପୀଠରେ ଏଥର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ । ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ । ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ, ସୁନାରୂପା ଆଦି କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଏହି ତିଥିରେ ପଙ୍କୋ ଉଦ୍ଧାର କରାଯାଇଥାଏ । ପଙ୍କ […]

loknath-2--1

Niharika Rout
  • Published: Wednesday, 19 February 2020
  • , Updated: 19 February 2020, 09:39 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଦେବଦେବ ମହାଦେବଙ୍କ ପବିତ୍ର ଜାଗର ପାଇଁ ପୁରୀ ଶ୍ରୀଲୋକନାଥ ପୀଠରେ ଏଥର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ଆଜି ଶ୍ରୀ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ ।

ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ । ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ, ସୁନାରୂପା ଆଦି କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଏହି ତିଥିରେ ପଙ୍କୋ ଉଦ୍ଧାର କରାଯାଇଥାଏ । ପଙ୍କ ଉଦ୍ଧାର କରାଯିବା ପରେ ଭକ୍ତମାନେ ସଂପୂର୍ଣ୍ଣ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Related story