ବାଇକକୁ ପିଟିଲା ଅଜଣା ଗାଡ଼ି, ୩ ମୃତ

ପାରାଦୀପ: ଅଜଣା ଗାଡ଼ି ଧକ୍କାରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା କୁଜଙ୍ଗ ପଥୁରିଆ ନିକଟରେ ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ମଧ୍ୟରୁ  ୨ ଜଣ ବାଗୋଇର  ଗାଁର ହୋଇଥିବା ବେଳେ ଜଣେ ଚଟୁଆ ଗାଁର ବୋଲି ଜଣାପଡ଼ିଛି।

accident banglor

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 02:51 PM IST

Related story