ପାରଳା ମୃତ୍ୟୁ ରହସ୍ୟ: ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ଅମୂଲ୍ୟ

ପାରଳାଖେମୁଣ୍ଡି: ପାରଳା ଗଣହତ୍ୟା ଘଟଣାର  ତଦନ୍ତ ଶିଥିଳ ହୋଇଛି। ଆଜି ମାନବାଧିକାର କମିଶନରଙ୍କ  ନିକଟରେ  ପାରଳା ମହାରାଜଙ୍କ ମ୍ୟାନେଜର ସ୍ୱର୍ଗତଃ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଏହି ଅଭିଯୋଗ କରିଛନ୍ତି। ଗତବର୍ଷ ନଭେମ୍ବର ୨୯ ତାରିଖରେ  ଅମୂଲ୍ୟ କମିଶନଙ୍କୁ ଅଭିଯୋଗ କରିଥିବା ବେଳେ ଆଜି ପୁଣି ଥରେ କମିଶନଙ୍କଠାରେ ଫେରାଦ ହୋଇଛନ୍ତି। ପାରଳା ବିଧାୟକଙ୍କ ଅନ୍ତରୀଣ ଜାମିନର ଅଭିଯୋଗ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ବାରମ୍ବାର ପ୍ରସାରଣ ଯୋଗୁଁ ଅମୂଲ୍ୟଙ୍କ ଭଉଣୀ ଅନଙ୍ଗମଞ୍ଜରୀ ଆତ୍ମହତ୍ୟା […]

parala

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 02:12 PM IST

ପାରଳାଖେମୁଣ୍ଡି: ପାରଳା ଗଣହତ୍ୟା ଘଟଣାର  ତଦନ୍ତ ଶିଥିଳ ହୋଇଛି। ଆଜି ମାନବାଧିକାର କମିଶନରଙ୍କ  ନିକଟରେ  ପାରଳା ମହାରାଜଙ୍କ ମ୍ୟାନେଜର ସ୍ୱର୍ଗତଃ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଏହି ଅଭିଯୋଗ କରିଛନ୍ତି।

ଗତବର୍ଷ ନଭେମ୍ବର ୨୯ ତାରିଖରେ  ଅମୂଲ୍ୟ କମିଶନଙ୍କୁ ଅଭିଯୋଗ କରିଥିବା ବେଳେ ଆଜି ପୁଣି ଥରେ କମିଶନଙ୍କଠାରେ ଫେରାଦ ହୋଇଛନ୍ତି। ପାରଳା ବିଧାୟକଙ୍କ ଅନ୍ତରୀଣ ଜାମିନର ଅଭିଯୋଗ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ବାରମ୍ବାର ପ୍ରସାରଣ ଯୋଗୁଁ ଅମୂଲ୍ୟଙ୍କ ଭଉଣୀ ଅନଙ୍ଗମଞ୍ଜରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story