ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ହୋଇଯାଇଛି। ୮୯ ବର୍ଷ ବ୍ରୟସରେ ଆଜି ସକାଳେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଆଜି ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାଆନ୍ତେ। ଏଥିପାଇଁ ସେ ଗତକାଲି ଏକ ସ୍ୱତନ୍ତ୍ର ଫ୍ଲାଇଟରେ ତିରୁପତିରେ ପହଞ୍ଚିଥଇଲେ। ସେଠାରେ ପହଞ୍ଚି ବିଶ୍ୱବିଦ୍ୟାଳୟର ଏକ ଅତିଥି ଭବନରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ […]

vlcsnap

Rakesh Mallick
  • Published: Tuesday, 21 April 2015
  • , Updated: 21 April 2015, 06:15 AM IST

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ହୋଇଯାଇଛି। ୮୯ ବର୍ଷ ବ୍ରୟସରେ ଆଜି ସକାଳେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଆଜି ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାଆନ୍ତେ। ଏଥିପାଇଁ ସେ ଗତକାଲି ଏକ ସ୍ୱତନ୍ତ୍ର ଫ୍ଲାଇଟରେ ତିରୁପତିରେ ପହଞ୍ଚିଥଇଲେ। ସେଠାରେ ପହଞ୍ଚି ବିଶ୍ୱବିଦ୍ୟାଳୟର ଏକ ଅତିଥି ଭବନରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମର ଶରୀରକୁ ଆଜି ଅପରାହ୍ଣ ସୁଦ୍ଧ ଭୁବନେଶ୍ୱର ଅଣାଯିବ।

Related story