କରୋନା ଆକ୍ରାନ୍ତ ମୃତ ଶିଶୁ ପୁତ୍ରକୁ ଧରି ହସ୍ପିଟାଲରୁ ବାପା ମା’ ଚମ୍ପଟ

କଟକ (ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଜଣେ ‘କରୋନା’ ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି  ତା’ର ବାପା-ମା’ ଚମ୍ପଟ ମାରିଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ […]

sisubhawan corona ctc

sisubhawan corona ctc

Manoranjan Sial
  • Published: Friday, 31 July 2020
  • Updated: 31 July 2020, 06:16 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଜଣେ ‘କରୋନା’ ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି  ତା’ର ବାପା-ମା’ ଚମ୍ପଟ ମାରିଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି।

ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ ଛୁଆ ଓ ମାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ବର୍ଗଙ୍କୁ ଜଣାଇବା ପୂର୍ବରୁ ଆଇସୋଲେସନ ୱାର୍ଡରେ ଥିବା ଛୁଆଟିର ମୃତ୍ୟୁ ହୋଇସାରିଥିଲା।କଟକ ଶିଶୁ ଭବନ

ମା ଓ ଛୁଆର ରିପୋର୍ଟ ପଜିଟିଭ ଆସିବାରୁ ନିୟମ ଅନୁସାରେ ଶିଶୁ ଭବନ ପକ୍ଷରୁ ଏ ସମ୍ପର୍କରେ ସିଏମସିକୁ ଅବଗତ କରାଯାଇଥିଲେ। ତେବେ ସିଏମସି ଷ୍ଟାଫ୍ ଆସିଲା ବେଳକୁ ମୃତ ଶିଶୁକୁ ଧରି ତା’ର ବାପା ମା ଚମ୍ପଟ ମାରିଥିଲେ। ଏହାକୁ ନେଇ ଏବେ ଉଭୟ କଟକ ଓ ଭୁବନେଶ୍ୱରରେ ଆତଙ୍କ ଖେଳି ଯାଇଛି। କୌଣସି ପ୍ରଶାସିନିକ ଅଧିକାରୀ ଉକ୍ତ ପରିବାର ପାଖରେ ପହଞ୍ଚିଛନ୍ତି କି ନାହିଁ, ସେକଥା ମଧ୍ୟ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story