ଯଦୁପୁରରୁ କଂଗ୍ରେସ ଆରମ୍ଭ କଲା ପରୀ ରଥ

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ଯଦୁପୁରରୁ ଆରମ୍ଭ ହୋଇଛି କଂଗ୍ରେସର ପରୀ ରଥ । ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଏହି ପରୀ ରଥର ଶୁଭାରମ୍ଭ ହୋଇଛି । ଗାଁ କୁ ଗାଁ ବୁଲି ପରୀକୁ ନ୍ୟାୟ ଦାବିରେ ଲୋକଙ୍କୁ ଅବଗତ କରିବ କଂଗ୍ରେସ । କଂଗ୍ରେସ ଜିଲ୍ଲା ସଭାପତିଙ୍କ ସହ ଏକ ପ୍ରତିନିଧି ଦଳ ଯଦୁପୁର ରେ ପହଞ୍ଚି ଏହି ଅଭିଯାନ ଆରମ୍ଭ କରିଛନ୍ତି ।  ପୂର୍ବରୁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ କଂଗ୍ରେସର ଏକ […]

990

Tapas Behera
  • Published: Sunday, 13 December 2020
  • , Updated: 13 December 2020, 03:58 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ଯଦୁପୁରରୁ ଆରମ୍ଭ ହୋଇଛି କଂଗ୍ରେସର ପରୀ ରଥ । ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଏହି ପରୀ ରଥର ଶୁଭାରମ୍ଭ ହୋଇଛି । ଗାଁ କୁ ଗାଁ ବୁଲି ପରୀକୁ ନ୍ୟାୟ ଦାବିରେ ଲୋକଙ୍କୁ ଅବଗତ କରିବ କଂଗ୍ରେସ । କଂଗ୍ରେସ ଜିଲ୍ଲା ସଭାପତିଙ୍କ ସହ ଏକ ପ୍ରତିନିଧି ଦଳ ଯଦୁପୁର ରେ ପହଞ୍ଚି ଏହି ଅଭିଯାନ ଆରମ୍ଭ କରିଛନ୍ତି ।  ପୂର୍ବରୁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଯଦୁପୁର ଯାଇ ପରୀର ମାଆ ବାପାଙ୍କ ସହ ଆଲୋଚନା କରିଥିଲେ।  ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ।  ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ତଦନ୍ତ ସଠିକ ଭାବେ ହୋଇପାରିବ ନାହିଁ ବୋଲି ଦଳ କହିଛି ।

Related story