ବାଲେଶ୍ୱର: ପୃଥ୍ୱୀ-୨ ପରୀକ୍ଷଣ ସଫଳ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ହୋଇଥିବା ପୃଥ୍ୱୀ-୨ର ପରୀକ୍ଷଣ ସଫଳ ହୋଇଛି। ଦିନ ୧୨ଟା ୧୦ ମିନିଟରେ ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ ଆଣ୍ଟି ବାଲେଷ୍ଟିକ୍ ମିସାଇଲ୍ ୨୫୦ରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ୫ଶହରୁ ୧ହଜାର କିଲୋଗ୍ରାମ ଓଜନର ଅଣୁ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି। ଆଜିର ପରୀକ୍ଷଣରେ କ୍ଷେପଣାସ୍ତ୍ରର ଟ୍ରାଜେକ୍ଟରୀ ଓ ନାଭିଗେସନ୍ […]

pruthi-2

pruthi-2

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 06:13 PM IST

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ହୋଇଥିବା ପୃଥ୍ୱୀ-୨ର ପରୀକ୍ଷଣ ସଫଳ ହୋଇଛି। ଦିନ ୧୨ଟା ୧୦ ମିନିଟରେ ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ ଆଣ୍ଟି ବାଲେଷ୍ଟିକ୍ ମିସାଇଲ୍ ୨୫୦ରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ୫ଶହରୁ ୧ହଜାର କିଲୋଗ୍ରାମ ଓଜନର ଅଣୁ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି। ଆଜିର ପରୀକ୍ଷଣରେ କ୍ଷେପଣାସ୍ତ୍ରର ଟ୍ରାଜେକ୍ଟରୀ ଓ ନାଭିଗେସନ୍ ସିଷ୍ଟମ କାର୍ଯ୍ୟକାରିତାକୁ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ୧୯୯୬ ଜାନୁୟାରୀ ୨୭ରୁ ପୃଥ୍ୱୀ-୨କୁ ସ୍ଥଳସେନାରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story