ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ସହମତି

ଝାରସୁଗୁଡା: ପଶ୍ଚିମ ଓଡିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ହେବେ ସେ ନେଇ ଆଜି ଝାରସୁଗୁଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଶ୍ଚିମ ଓଡିଶାର ୩୧ଟି ଓକିଲ ସଂଘ କର୍ମକର୍ତ୍ତାଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯଶ୍ୱନ୍ତ ସିଂ କମିଟିର ନିୟମ ଅନୁସାରେ ସର୍ବସମ୍ମତି କ୍ରମେ କେଉଁ ସ୍ଥାନରେ ପଶ୍ଚିମ ଓଡିଶାର ହାଇକୋର୍ଟ ବେଞ୍ଚ ହେବ ସେ ନେଇ ବୈଠକରେ ନିର୍ଦ୍ଧାରଣ ହୋଇଥିଲେ […]

jharsuguda

jharsuguda

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 12:43 PM IST

Sports

Latest News

ଝାରସୁଗୁଡା: ପଶ୍ଚିମ ଓଡିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ହେବେ ସେ ନେଇ ଆଜି ଝାରସୁଗୁଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଶ୍ଚିମ ଓଡିଶାର ୩୧ଟି ଓକିଲ ସଂଘ କର୍ମକର୍ତ୍ତାଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯଶ୍ୱନ୍ତ ସିଂ କମିଟିର ନିୟମ ଅନୁସାରେ ସର୍ବସମ୍ମତି କ୍ରମେ କେଉଁ ସ୍ଥାନରେ ପଶ୍ଚିମ ଓଡିଶାର ହାଇକୋର୍ଟ ବେଞ୍ଚ ହେବ ସେ ନେଇ ବୈଠକରେ ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ତାହା ପ୍ରକାଶ କରାଯାଇନି । ଆସନ୍ତା ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହରେ ୧୧ କେନ୍ଦ୍ରୀୟ କମିଟିର ଜଣିଆ ଟିମ ଦିଲ୍ଲୀ ଗସ୍ତ କରି ବିଭାଗୀୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବେ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ ଯେପରି ସ୍ଥାପନ କରାଯିବ ସେ ନେଇ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story