ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମାଦିଙ୍ଗ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ‘ଜୟ ମାତାଜୀ’ ନାମକ ଏହି ଘରୋଇ ବସ୍‌ଟି ଗତକାଲି ରାତିରେ ଭୁବନେଶ୍ୱରରୁ ନୂଆପଡ଼ା ଜିଲ୍ଲାର ସିନାପାଲି ଯାଉଥିଲା। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ରାତି ପ୍ରାୟ ୩ଟା ବେଳେ ୫୭ ନମ୍ବର ଜାତୀୟ […]

busaccident

busaccident

Jitendra Garnayak
  • Published: Thursday, 13 December 2018
  • Updated: 13 December 2018, 08:16 AM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମାଦିଙ୍ଗ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

‘ଜୟ ମାତାଜୀ’ ନାମକ ଏହି ଘରୋଇ ବସ୍‌ଟି ଗତକାଲି ରାତିରେ ଭୁବନେଶ୍ୱରରୁ ନୂଆପଡ଼ା ଜିଲ୍ଲାର ସିନାପାଲି ଯାଉଥିଲା। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ରାତି ପ୍ରାୟ ୩ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ମାଦିଙ୍ଗ ଛକ ନିକଟରେ ବସ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ଶାରଦା ବଳ। ତାଙ୍କ ଘର ଖଡ଼ିଆଳରେ। ଆହତମାନଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଦ୍ରୁତି ଗତି ଯୋଗୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା ନା ଆଉ କିଛି କାରଣ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ପୁରୁଣା କଟକ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଗତ ୧୦ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏକ ବସ୍ ଓଲଟି ପଡ଼ିଥିଲା। ଏଥିରେ ୧୫ ଜଣ ଆହତ ହୋଇଥିଲେ। ବାଲେଶ୍ୱରରୁ ପିକ୍‌ନିକ୍ ସାରି ଅନୁଗୋଳ ଫେରୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story