ପାଟଣାଗଡ: ଚୋରି ୨୦ ପ୍ୟାକେଟ ଚାଉଳ ଆବାସିକ ବିଦ୍ୟାଳୟ ଗୋଦାମ ଘର ସମ୍ମୁଖରେ ପକାଇ ଦେଇ ଗଲେ ଦୁର୍ବୃତ୍ତ

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ନୂଆ ମୋଡ ନେଇଛି । ଗତ ୩୦ ତାରିଖରେ ଏହି ଆବାସିକ ବିଦ୍ୟାଳୟରୁ ଚୋରି ହାଇଥିବା ୨୫ ପ୍ୟାକେଟ ଚାଉଳରୁ ୨୦ ପ୍ୟାକେଟକୁ ଅଭିଯୁକ୍ତମାନେ ଆଣି ସ୍କୁଲ ଗୋଦାମ ଘର ସମ୍ମୁଖରେ ପକାଇ ଦେଇଯାଇଥିବା ଜଣାପଡିଛି । ଏହା ଜଣାପଡିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହଲ […]

patanagarh1

patanagarh1

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 08:22 AM IST

Sports

Latest News

patanagarh1ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ନୂଆ ମୋଡ ନେଇଛି । ଗତ ୩୦ ତାରିଖରେ ଏହି ଆବାସିକ ବିଦ୍ୟାଳୟରୁ ଚୋରି ହାଇଥିବା ୨୫ ପ୍ୟାକେଟ ଚାଉଳରୁ ୨୦ ପ୍ୟାକେଟକୁ ଅଭିଯୁକ୍ତମାନେ ଆଣି ସ୍କୁଲ ଗୋଦାମ ଘର ସମ୍ମୁଖରେ ପକାଇ ଦେଇଯାଇଥିବା ଜଣାପଡିଛି । ଏହା ଜଣାପଡିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହଲ କହିଛନ୍ତି । ତେବେ ଏହି ଚୋରି ଘଟଣାରେ ବିଦ୍ୟାଳୟର ଜଣେ ନବମ ଶ୍ରେଣୀର ଜଣେ ଓ ଯୁକ୍ତଦୁଇ ବାଣିଜ୍ୟ ବିଭାଗର ଦୁଇଜଣ ଛାତ୍ର ସମ୍ପୃକ୍ତ ଥିବା ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ସରକାର ଅନୁସୂଚୀତ ଜାତି ଏବଂ ଜନଜାତିର ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଆବାସିକ ବିଦ୍ୟାଲୟମାନ ଖୋଲୁଛନ୍ତି । ଏହି ବିଦ୍ୟାର୍ଳର ହଷ୍ଟେଲରେ ରହି ପିଲାମାନେ ପାଠ ପଢିଥିନ୍ତି । ଏମାନଙ୍କ ରହିବା ସହ ଖାଇବା ପିଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ଜିଲ୍ଲାର ଅବହେଳିତ ଖପ୍ରାଖୋଲ ବ୍ଲକ ମାଲପଡାଠାରେ ରହିଛି ଏପରି ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ। ଏଠାରେ ଷଷ୍ଠ ଶ୍ରେଣୀରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପର୍ଯ୍ୟନ୍ତ ରହିଛି । ବିଦ୍ୟାଲୟରେ ପ୍ରାୟ ୯ ଶହ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୬୯୦ ଅନ୍ତେବାସୀ ଅଛନ୍ତି। ଗତ ୩୦ ତାରିଖରେ ବିଦ୍ୟାଲୟର ହଷ୍ଟେଲ ଗୋଦାମରୁ ୨୫ ପ୍ୟାକେଟ ଚାଉଳ ଚୋରି ହୋଇଥିଲା । ପରଦିନ ବିଦ୍ୟାଲୟ ଅଧ୍ୟକ୍ଷ ମହଲ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ୯ଦିନ ପରେ ଏକ ଗାଡିରେ ୨୦ ପ୍ୟାକେଟ ଚାଉଳ ଆଣି ଅଭିଯୁକ୍ତ ଗୋଦାମ ସାମ୍ନାରେ ପକେଇ ଦେଇ ଚାଲିଯାଇଛି । ତେବେ ସାହାଜପାଣି ଗାଁର ଜୈନେକ ବ୍ୟକ୍ତି ଏହି ଚାଉଳ ଚୋରି କରିଥିବା ଓ ସେହି ଗାଁର ଏକ ପିକଅପ ଭ୍ୟାନରେ ପୁଣି ଚାଉଳ ଆଣି ପକାଇ ଦେଇ ଯାଇଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story