ପାଟକୁରା ଫଳାଫଳ: ଷଷ୍ଠ ରାଉଣ୍ଡରେ ବିଜେଡି ଆଗରେ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ତେବେ ଏହି ଆସନରେ ବିଜେପି ଓ କଂଗ୍ରେସଠାରୁ ବିଜେଡି ଆଗୁଆ ଅଛି। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦, ୫୩୨ ଭୋଟରେ ଆଗୁଆ ରହିଛି। ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୩୬, ୬୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୨୬, ୦୮୦ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୯୮୨ […]

vote

Tapaswini Nayak
  • Published: Wednesday, 24 July 2019
  • , Updated: 24 July 2019, 11:17 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ତେବେ ଏହି ଆସନରେ ବିଜେପି ଓ କଂଗ୍ରେସଠାରୁ ବିଜେଡି ଆଗୁଆ ଅଛି। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦, ୫୩୨ ଭୋଟରେ ଆଗୁଆ ରହିଛି।

ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୩୬, ୬୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୨୬, ୦୮୦ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୯୮୨ ଖଣ୍ଡ ଭୋଟ୍‌ ମିଳିଛି।

ପ୍ରଥମ ରାଉଣ୍ଡରେ ବିଜେଡି ୨୯୨୭ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୩,୪୨୬, ତୃତୀୟ ରାଉଣ୍ଡରେ ୬୩୩୭, ଚତୁର୍ଥ ରାଉଣ୍ଡରେ ୭୪୩୧, ପଞ୍ଚମ ରାଉଣ୍ଡରେ ୮୬୭୩ଭୋଟ୍‌ ରେ ଆଗୁଆ ଥିବା ବେଳେ ଷଷ୍ଠ ରାଉଣ୍ଡରେ ୧୦, ୫୩୨ଭୋଟ୍‌ରେ ଆଗରେ ରହିଛି।

Related story