ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଡିଜେଲ ଉପରେ ଭ୍ୟାଟ୍ ଦରକୁ ଦିଲ୍ଲୀ ସରକାର ହ୍ରାସ କରିବା ଯୋଗୁ  ଡିଜେଲ ଦର ଲିଟର ପିଛା ୮.୩୬ଟଙ୍କା କମିବା ପରେ ଓଡ଼ିଶା ସରକାରଙ୍କୁ ରାଜ୍ୟ କଂଗ୍ରେସ ଟାର୍ଗେଟ୍ କରିଛି। ତୈଳଦର ହ୍ରାସ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ସରକାରଙ୍କ ପଦକ୍ଷେପକୁ ଅନୁକରଣ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଡିଜେଲ ଉପରେ […]

niranjan-1

niranjan-1

Tapas Behera
  • Published: Thursday, 30 July 2020
  • Updated: 30 July 2020, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଡିଜେଲ ଉପରେ ଭ୍ୟାଟ୍ ଦରକୁ ଦିଲ୍ଲୀ ସରକାର ହ୍ରାସ କରିବା ଯୋଗୁ  ଡିଜେଲ ଦର ଲିଟର ପିଛା ୮.୩୬ଟଙ୍କା କମିବା ପରେ ଓଡ଼ିଶା ସରକାରଙ୍କୁ ରାଜ୍ୟ କଂଗ୍ରେସ ଟାର୍ଗେଟ୍ କରିଛି। ତୈଳଦର ହ୍ରାସ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ସରକାରଙ୍କ ପଦକ୍ଷେପକୁ ଅନୁକରଣ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଡିଜେଲ ଉପରେ ଭ୍ୟାଟ ଦରକୁ ଦିଲ୍ଲୀ ସରକାର ୩୦%ରୁ ୧୬.୭୫ ପ୍ରତିଶତକୁ ହ୍ରାସ କରିବା ଯୋଗୁ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮ଟଙ୍କା ୩୬ ପଇସା ହ୍ରାସ ପାଇଛି। ଏହାଦ୍ୱାରା ଦିଲ୍ଲୀର ଲୋକମାନେ ଉପକୃତ ହେବା ସହ ସବୁ ସାମଗ୍ରୀର ମୂଲ୍ୟ ମଧ୍ୟ କମିବ ଏବଂ ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଏବେ ଦିଲ୍ଲୀ ଭଳି ଓଡ଼ିଶା ମଧ୍ୟ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଛି। ବେକାରୀ ବେରୋଜଗାର ବଢ଼ି ଚାଲିଛି।

ଲୋକଙ୍କ ଜୀବନଜୀବିକା ଦୁର୍ବିର୍ସହ ହୋଇପଡ଼ିଛି। ଏଭଳି ଏକ କଠିନ ସମୟରେ ଦିଲ୍ଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡ଼ିଶା ସରକାର ସେଭଳି ନିଷ୍ପତ୍ତି ନିଅନ୍ତୁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତୈଳ ଦର ଉପରୁ ଭ୍ୟାଟ ହାର ହ୍ରାସ ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ। ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାବାସୀ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ ହ୍ରାସର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story