ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

<p>କୋଣାର୍କ: ଆଜି ମାଘ ସପ୍ତମୀ। ସେଥିପାଇଁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ।&nbsp; ବଡି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଥିଲେ। ଏଥିପାଇଁ ତୀର୍ଥ ପୁଷ୍କରଣୀ ଖନନ ସହ ବାରିକେଡ ଓ ଅସ୍ଥାୟୀ ଓ୍ୱାଚ ଟାଓ୍ୱାର ନିର୍ମାଣ କରାଯାଇଥିଲା। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍&zwnj;କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା।</p> <p>ଏହି ଦିନ କୃଷ୍ଣଙ୍କ ପୁଅ ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ କୁହାଯାଏ। ତେଣୁ ପରିବାରକୁ ରୋଗରୁ ମୁକ୍ତ ରଖିବା ପାଇଁ ହିନ୍ଦୁମାନେ ଏହି ଦିନ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି।</p>

Ordigital Desk
  • Published: Wednesday, 24 January 2018
  • Updated: 24 January 2018, 09:56 AM IST

Sports

Latest News

<p>କୋଣାର୍କ: ଆଜି ମାଘ ସପ୍ତମୀ। ସେଥିପାଇଁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ।&nbsp; ବଡି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇଥିଲେ। ଏଥିପାଇଁ ତୀର୍ଥ ପୁଷ୍କରଣୀ ଖନନ ସହ ବାରିକେଡ ଓ ଅସ୍ଥାୟୀ ଓ୍ୱାଚ ଟାଓ୍ୱାର ନିର୍ମାଣ କରାଯାଇଥିଲା। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍&zwnj;କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା।</p><p>ଏହି ଦିନ କୃଷ୍ଣଙ୍କ ପୁଅ ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ କୁହାଯାଏ। ତେଣୁ ପରିବାରକୁ ରୋଗରୁ ମୁକ୍ତ ରଖିବା ପାଇଁ ହିନ୍ଦୁମାନେ ଏହି ଦିନ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos